ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସୋମବାର ଶେଷ ହୋଇଛି। ବର୍ତ୍ତମାନ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ୮ ଡିସେମ୍ବରକୁ ଅପେକ୍ଷା କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏଥର ବିଜେପି ଉଭୟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବ ନା କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜିତିବ ତାହା ସ୍ଥିର ହେବ। ତେବେ ସୋମବାର ଆସିଥିବା ଏକଜିଟ୍ ସର୍ଭେରେ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ […]
gujurat
ବାସ୍ତବ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଆଜି (ଗୁରୁବାର) ଦିନ ୧୨ ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ ରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ୍ ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ […]
ବାସ୍ତବ ବ୍ୟୁରୋ : ଗୁଜରାଟରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି । ପଡୋଶୀ ଦେଶ ଯେମିତିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକଙ୍କୁ ମିଳିବ ନାଗରିକତା । ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି। ସୂଚନା ଥାଉ କି, ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ […]
ବାସ୍ତବବ୍ୟୁରୋ:ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ।ରବିବାର ଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା ଜିଲ୍ଲାର ମୋଧେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ଘୋଷଣା କରିବେ। ଏହି ସୂଚନା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଗୁଜରାଟ ସରକାରଙ୍କ କହିବାନୁସାରେ,ଗାଁର ପ୍ରତ୍ୟେକଙ୍କ ଘର ଉପରେ ଏକ ହଜାରରୁ ଅଧିକ ଶକ୍ତିର ସୋଲାର ପ୍ୟାନେଲ ଲଗାଯାଇଛି, ଯାହା ଗ୍ରାମବାସୀଙ୍କ ପାଇଁ ୨୪ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ […]
ବାସ୍ତବବ୍ୟୁରୋ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ ବିଷୟରେ ସବୁଆଡେ ଆଲୋଚନା ଚାଲିଛି | ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି | କିଛି ଲୋକ ଏହି ଚଳଚ୍ଚିତ୍ରକୁ ଦୃଢ ବିରୋଧ କରୁଥିବା ମଧ୍ୟ ଦେଖାଯାଏ | ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ ଲୋକମାନେ ଫିଲ୍ମରେ ଦେଖାଯାଇଥିବା ସତ୍ୟରୁ ଦୂରେଇ ରହିବା ଉଚିତ୍ ନୁହେଁ। କାଶ୍ମୀର ଫାଇଲ […]
ବାସ୍ତବବ୍ୟୁରୋ:ଆରବ ସାଗରକୁ ଆସିଥିବା ଘୂର୍ଣ୍ଣିବଳୟ ତାଉତେ ‘ ଗୁଜୁରାଟ ଉପକୂଳରେ ଛୁଇଁଲା । ପାଣିପାଗ ବିଭାଗ ଅନୁଯାୟୀ ଏହାର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆଗାମୀ ୨ ଘଣ୍ଟା ପାଇଁ ଜାରି ରହିବ | ଏହି ପ୍ରଭାବ ଯୋଗୁଁ ୪ ଟି ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇଛି | ନାଭସାରୀ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ସତର୍କତା ଦୃଷ୍ଟିରୁ କାଁଥା ଡିଭିଜନର […]


