ସୁବର୍ଣପୁର(ନମୋଗୁରୁ ହୋତା): ସେପ୍ଟେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶ୍ରବଣବାଧିତ ସପ୍ତାହ ଭାବରେ ପାଳନ କରାଯାଏ। ଏବଂ ସେପ୍ଟେମ୍ବର ୨୩ ତାରିଖ କୁ ବିଶ୍ୱ ସାଙ୍କେତିକ ଭାଷା ଦିବସ ରୂପେ ପାଳନ କରାଯାଏ।ସେହିପରି ଭାବରେ ଆମ ଓଡ଼ିଶା ର ସୁବର୍ଣପୁର ଜିଲ୍ଲା ଉଲ୍ଲୂଣ୍ଡା ବ୍ଲକ ଅନ୍ତଗତ ଚଢେଇପଙ୍କ ଗ୍ରାମ ପଂଚାୟତ ରେ ଅବସ୍ଥିତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ ରେ ମଧ୍ୟ ପାଳନ କରାଯାଇଛି। […]

ନାମୋଗୁରୁ ହୋତା(ସୁବର୍ଣପୁର): ଉଲୁଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ପଞ୍ଚାୟତ ଶିଖା ଇକୋ ଭିଲେଜ ଅନ୍ତର୍ଗତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ କୁ ଭାରତର ବିଭିନ୍ନ ପ୍ରଦେଶ ରୁ ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ ପରିଦର୍ଶନ ରେ ଆସିଥିଲେ। ଯୁବକ ମାନେ ମୁକବଧିର ହୋଇ ମଧ୍ୟ ବିଭିନ୍ନ ଚାକିରୀ ଏବଂ ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ହେପି ହେଣ୍ଡସ ସ୍କୁଲ ର କୁନି କୁନି ପିଲାମାନେ ସେହି […]

Breaking News

Pin It on Pinterest