ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]
health
ଭୁବନେଶ୍ୱର,୨୫/୦୬(ଗୌତମ ମିଶ୍ର ):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍ସେଫାଲାଇଟ୍ସ, ଡିପ୍ଥେରିଆ ଓ ଜଣ୍ଡିସ୍ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍ ମାସ ୧୭ ତାରିଖରେ ପ୍ରଥମ ଡିପ୍ଥେରିଆ କେସ୍ ଠାବ ହୋଇଥିଲା । ଏହି ଘଟଣା […]
ପ୍ରମୋଦନାୟକ(ଭୁବନେଶ୍ୱର): ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ. ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯୟ ପ୍ରସ୍ତୁତି ଓ ପ୍ରମସନ ପରିଚାଳନା ସଂସ୍ଥା ସହଯୋଗରେ ବିଶ୍ୱ ହୃତପିଣ୍ଡ ପୁନଃ ସଂଚାଳନ ଦିବସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ମହାଲେଖାକାର ଶ୍ରୀ ରାଜ […]
ଭୁବନେଶ୍ୱର: ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିବା ତଥା ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ” ପାଳିତ ହେଉଅଛି l ଭାରତରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଓ ଓଡ଼ିଶାରେ ବର୍ଷକୁ ଛଅ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବେଳେ ଦଶ ଲକ୍ଷରୁ ଅଧିକ ଅର୍କମଣ୍ୟ ହେଉଛନ୍ତି l ଏହି ଅବସରରେ ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ । ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ । ଜଣେ ସ୍ତ୍ରୀ, ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ […]
ପ୍ରାୟତ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ ଯେ ୩୦ ବର୍ଷ ବୟସ ପରେ କିପରି ଚର୍ମର ଯତ୍ନ ନେବେ? ଅଧିକାଂଶ ମହିଳା ବୁଝିଯିବା ଉଚିତ୍ ଯେ ୩୦ ବର୍ଷ ବୟସ ପରେ ଚର୍ମରେ ବହୁତ ପରିବର୍ତ୍ତନ ଆସିଥାଏ | ଏପରି ପରିସ୍ଥିତିରେ, ତୁମେ ତୁମର ଚର୍ମର ଯତ୍ନ ନିତ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ | ଏହା ବ୍ୟତୀତ, ଚମକୁଥିବା ଚର୍ମ ପାଇଁ ଆପଣ ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ […]
ସ୍ମୁତୀ ସନ୍ଧ୍ୟା ସାଧାରଣତ ପନିପରିବା ଖାଦ୍ୟ ପାଇଁ ବ୍ୟବହୃତ ହୁଏ,କିନ୍ତୁ ଆପଣ ଜାଣନ୍ତି କି ଚର୍ମରେ ପନିପରିବା ଲଗାଇବା ମଧ୍ୟ ଚେହେରାରେ ଏକ ପ୍ରାକୃତିକ ଚମକ ଆଣିଥାଏ |କିଛି ପନିପରିବା ଅଛି,ଯାହାକୁ କିଛି ଦ୍ରବ୍ୟ ସହିତ ମିଶାଇ ସିଧାସଳଖ ମୁହଁରେ ଲଗାଇଲେ ମଧ୍ୟ ମୃତ ସେଲକୁ ମୁହଁରୁ ବାହାର କରିଦିଏ | ଆଜି ଆମେ ଆପଣଙ୍କୁ ପନିପରିବା ର ଏପରି ଫେସ୍ ମାସ୍କ କହୁଛୁ, ଯାହା ମୁହଁରେ ଲଗାଇଲେ ତତକ୍ଷଣାତ୍ […]
ବାସ୍ତବବ୍ୟୁରୋ: ଏହି ପାଞ୍ଚଟି ଲକ୍ଷଣରୁ ଜାଣନ୍ତୁ, ଆପଣଙ୍କର ଆଜମା ନାହିଁ ତ ଅଣଦେଖା ମାହାଙ୍ଗା ପଡିପାରେ । ଦୁନିଆରେ ଅନେକ ରୋଗ ଅଛି, ଯାହାକୁ ଲୋକମାନେ ବେଳେବେଳେ ଅଣଦେଖା କରିବାରେ ଭୁଲ କରନ୍ତି | ଏହି ରୋଗ ମଧ୍ୟରୁ ଗୋଟିଏ ହେଉଛି ଆଜମା, ଯାହାକୁ ଆସ୍ଥମା ମଧ୍ୟ କୁହାଯାଏ। ଏହା ଏକ ରୋଗ ଯେଉଁଥିରେ ପବନରେ ପାଇପ ଫୁଲିଯାଏ ଏବଂ ଏହି କାରଣରୁ ଲୋକମାନେ ଶ୍ୱାସ ନେବାରେ ଅସୁବିଧା ଆରମ୍ଭ […]


