ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବୁଧବାର ଘରେ ବସି କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ବାସ୍ତବବ୍ୟୁରୋ:ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବୁଧବାର ଘରେ ବସି କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ସମୟରେ, ପୁଣେ ଭିତ୍ତିକ ‘ମାଇଁଲାବ’ (mylab ) ଆବିଷ୍କାର ସଲ୍ୟୁସନ୍ ଗୁରୁବାର ଦିନ ଆଇସିଏମଆର ଦ୍ୱାରା ଅନୁମୋଦିତ ଭାରତର ପ୍ରଥମ ସ୍ୱୟଂ ବ୍ୟବହାର […]


