ନବୀନ ଦାଶ(ଅତାବିରା): ଅତାବିରା ବ୍ଲକ ସରଣ୍ଡା ଛକରେ ଆଜି ଦୁଇଜଣ ଠକ ଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାର ର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡ ର ସୁଶାନ୍ତ ପ୍ରଧାନ(୪୨) । ଜାତୀୟ ରାଜପଥରେ ପୋଲିସ ଯାନବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି […]


