ଫୁଲବାଣୀ ୧୪/୦୪: ପଣା ସଂକ୍ରାନ୍ତି ଅବସରରେ, ଫୁଲବାଣୀର ପ୍ରସିଦ୍ଧ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଗଲା ।ଆଜି ସକାଳ ୭ଟାରେ କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡି ରଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ଅଣା ଯାଇ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଛି । […]

Pin It on Pinterest