କଳହାଣ୍ଡି(ନି.ପ୍ର): କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ପ୍ରତିଷ୍ଠିତ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପରାରୋଡ ର ପ୍ରଧାନ ଶିକ୍ଷକ ରଞ୍ଜନ ତ୍ରିପାଠୀ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ଗତ ଶନିବାର ଠାରୁ ଚାରିଦିନ ଧରି ଖରା ବର୍ଷା ରେ କୋମଲମତି ଛାତ୍ରଛାତ୍ରୀ ଙ୍କ ଶହ ଗ୍ରାମବାସୀ ଓ ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ଶିକ୍ଷକ ଜଣକ ତିନିବର୍ଷ ହେବ ଏହି […]
Kalahandi
ନର୍ଲା ୨୯/୦୩/୨୪ (ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ରୁ ଚାରୋଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ […]
ସନ୍ତୋଷ ପାତ୍ର(କଳାହାଣ୍ଡି): ଲାଞ୍ଜିଗଡ- “ମିଛ କାମ, ସତ ବିଲ”,ପ୍ରତିଦିନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁଢକୁଢ ମିଛକାମର ବିଲ୍ କରାଯାଇ ସରକାରୀବାବୁ ଓ ଠିକାଦାରଙ୍କମଧୁଚନ୍ଦ୍ରିକାର କଥାକିଛି ନୂଆନୁହେଁ ।ହେଲେ ଯେଉଁ ଠାରେ ଏପରି କାମରେ ଜନ ଅସନ୍ତୋଷ ବଢେ,ଏଇ ଅସାଧୁମେଣ୍ଟ ର ପପର୍ଦ୍ଦାଫାସ ହୁଏ। ଏପରି ଏକ ଘଟଣା ଲାଞ୍ଜିଗଡ ଦାନୀ ଡ଼ଙ୍ଗର ଷ୍ଟାଗାର ଷ୍ଟ୍ରେଞ୍ଚ କାମରେ ଦୁର୍ନିତି ଅଭିଯୋଗ ବାରମ୍ବାର ହୋଇଆସୁଥିଲେବି ପ୍ରସାଶନ ନିରବ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ […]
ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବହେଳିତ ସମସ୍ୟା ବହୁଳ ବୁଦେଳପଦର୍ ଗ୍ରାମକୁ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ ତଥା ରାଜ୍ୟ ବିଜେଡି ସମ୍ପାଦକ ଓ ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଅଚାନକ ଗ୍ରସ୍ତ ରେ ଆସି ବୁଦେଲପଦର୍ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଙ୍କ ଗହଣରେ କିଛି ସମୟ ଭାବର ଆଦାନ ପ୍ରଦାନ […]
ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ […]
ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେଖ ପୂର୍ ଛକ ଠାରେ ଦୀର୍ଘ ଛ ମାସଧରି ନବନିର୍ମାଣ ଅବକାରୀ କାର୍ଯ୍ୟାଳୟ ଅତି ମନ୍ଥର ଗତିରେଚାଲିଛି । ରାମପୁର ଅଞ୍ଚଳର ଜୈନିକ ଠିକାଦାର ଙ୍କ ମନମୁଖୀ କାର୍ଯ୍ଯକୁ ନା ପ୍ରଶାସନ ତଦାରଖ କରୁଛି ନା ନିମ୍ନ ମାନର କାମ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ନଜରକୁ ଆସୁଛି ।୪୪ ଲକ୍ଷ ଟଙ୍କାର ନିର୍ମାଣଧିନ କୋଠାରେ ବ୍ୟବହାର ହେଉଥିବା ସିମେଣ୍ଟ (ଶ୍ରୀ ସିମେଣ୍ଟ)ଟେଣ୍ଡର […]
ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା […]