ଏସ୍.ବାସ୍ତବ:ଗୃହ ମନ୍ତ୍ରଣାଳୟ ପୂର୍ବତନ ଆମ୍ ଆଦମୀ ପାର୍ଟି ନେତା ତଥା ପ୍ରସିଦ୍ଧ କବି କୁମାର ବିଶ୍ୱଙ୍କ ସୁରକ୍ଷାକୁ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି କରିଛି। ବର୍ତ୍ତମାନ କୁମାର ବିଶ୍ୱଙ୍କର ସୁରକ୍ଷାକୁ Y ରୁ Y ପ୍ଲସକୁ ବୃଦ୍ଧି କରାଯାଇଛି | ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, କୁମାରଙ୍କୁ ସାରା ଦେଶରେ ଏହି ସୁରକ୍ଷା ବର୍ଗ ଦିଆଯିବ। ଇଣ୍ଟେଲିଜେନ୍ସ ବ୍ୟୁରୋର ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ କୁମାର ବିଶ୍ୱଙ୍କ ସୁରକ୍ଷାକୁ ବଢ଼ାଯାଇଛି […]


