ବାସ୍ତବବ୍ୟୁରୋ: ୨୮ ଫେବୃଆରୀ ପର୍ଯ୍ୟନ୍ତ ପେନସନଭୋଗୀ ଜୀବନ ପ୍ରମାଣପତ୍ର(live certificate ) ଦାଖଲ କରିପାରିବେ |କୋଭିଡ -୧୯ ମହାମାରୀ ମଧ୍ୟରେ ପେନସନଭୋଗୀଙ୍କୁ ବହୁତ ଆଷୋସ୍ତି ପ୍ରଦାନ କରି, କେନ୍ଦ୍ର ସରକାର ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଶେଷ ତାରିଖକୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର ଏହା ଘୋଷଣା କରିଛନ୍ତି। କୃଷକ ଆଜି ଠାରୁ ସମସ୍ତ ପିକେଟିଂ ସାଇଟରେ ତିନି ଦିନ ପାଇଁ […]

Breaking News

Pin It on Pinterest