ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍ ଅଣଜଳସେଚିତ। ଅଣଜଳସେଚିତ ବ୍ଲକ୍ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି […]
Latest Odia News
ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ର ଆଜି ନବୀକରଣ କରିଛନ୍ତି । ନବଗଠିତ ମନ୍ତ୍ରିମଣ୍ଡଳକୁ ନେଇ ରାଜନୀତି ଓ ବିଭିନ୍ନ ମହଲରେ ଆଲୋଚନା ହୋଇଛି । କୁହାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “କଳଙ୍କ ନଲଗାଇ, କଳଙ୍କ ଛଡାଇଲେ” । ବାଦ ପଡିଥିବା ମନ୍ତ୍ରୀଙ୍କ ଭିତରୁ ଯେଉଁମାନେ ବିବାଦୀୟ ହୋଇପଡିଥିଲେ ସେମାନଙ୍କ ଭିତରୁ ଅଧିକାଂଶକୁ ମନ୍ତ୍ରିମଣ୍ଡଳ ଶପଥ ଉତ୍ସବରେ ଦେଖିବାକୁ ମିଳିନଥିଲା।ଏ କଥା ବି କୁହାଯାଉଛି ବିରୋଧୀଙ୍କ […]
ଡ଼.ନବକିଶୋର ମିଶ୍ର ଯେତେବେଳେ ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ଚଳନ କରେ, ଏହା ସମସ୍ତ ରାଶିକୁ ପ୍ରଭାବିତ କରେ | ଜୁନ୍ ମାସରେ, ଅନେକ ବଡ ଗ୍ରହର ରାଶିରେ ପରିବର୍ତ୍ତନ ଆସିବ | ଯେଉଁଥିରୁ ମଙ୍ଗଳ ହେଉଛି ମୁଖ୍ୟ ଗ୍ରହ | ମଙ୍ଗଳ ମୀନ ରାଶି ଛାଡି ଜୁନ୍ ୨୭ ସକାଳ ୫ :୩୯ ରେ ମେଷ ରାଶିରେ ପ୍ରବେଶ କରିବେ | ମଙ୍ଗଳ, ସାହସ, ପରାକ୍ରମ […]
ବାସ୍ତବବ୍ୟୁରୋ:ସପ୍ତାହରେ ଚାରି ଦିନ କାମ କରନ୍ତୁ, ବାକି ୩ ଦିନ ଆରାମ କରନ୍ତୁ | ବିଶ୍ଵର ଅନେକ ଦେଶ ଏହି ସୂତ୍ରରେ ଆଗକୁ ବଢ଼ୁଛନ୍ତି | ଜାପାନ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ୍ ଏବଂ ବେଲଜିୟମ୍ ପରେ ବ୍ରିଟେନ ବର୍ତ୍ତମାନ ଚାରି ଦିନିଆ ୱାର୍କ ୱିକ୍ କ୍ଲବରେ ଯୋଗଦେବାକୁ ଯାଉଛି | ବ୍ରିଟେନରେ ଜୁନ୍ ୧ ରୁ ଏକ ଚାରି ଦିନିଆ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେଉଛି | ଦେଶର ୬୦ ଟି […]


