ନନ୍ଦିନୀ ପ୍ରଧାନ(ସମ୍ୱଲପୁର): ୨୧/୦୩ – ଆଜି ସମ୍ବଲପୁର ଗସ୍ତରେ ଆସିବେ ୫-ଟି ସଚିବ ଭିକେ ପାଣ୍ଡିଆନ । ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଆଜିର ଏ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ । ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା ସାମିଲ ଅଛନ୍ତି । ସମଲେଇ ମନ୍ଦିର […]

Pin It on Pinterest