ଆଜି ମୟୂରଭଞ୍ଜ ବନ୍ଦ ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ | ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରିବାରେ, ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ‘ଭଞ୍ଜସେନା’ ପକ୍ଷରୁ ଏହି ୯ଘଣ୍ଟିଆ ବନ୍ଦ ସକାଳୁ ଆରମ୍ଭ ହୋଇଛି। ଜିଲ୍ଲାର ଅଗ୍ରଣୀ ସଂଗଠନ […]