ସଂଜୟ ଶତପଥୀ(କଟକ): କଟକ ସହର ର ନବୀକରଣ ତଥା ସୈ।ନ୍ଧର୍ଯୀକରଣ ଲାଗି କଟକ ମହାନଗର ନିଗମ ପକ୍ଷରୁ ବହୁ ଗଛ କଟାଯାଇଥିବା ଏବଂ କଟକ ସହରର ପରିବେଶ ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇ ପଡିବାର ଅନୁଭବ କରିବା ପରେ କଟକ ମହାନଗର ନିଗମ ପକ୍ଷରୁ ମାନନୀୟ କମିଶନର ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧ୍ଯକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଏହି ବୈଠକରେ […]
Mayor CMC
ସଞ୍ଜୟ ଶତପଥୀ(କଟକ) : କଟକ ପୌର ନିଗମର ମେୟରଙ୍କ କାର୍ଯ୍ୟାଳୟରେ ବାଥରୁମ କବାଟକୁ ନେଇ, ଗତ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ ଏକ କବାଟ, ବନ୍ଧ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି।ମାନସ ଚୌଧୁରୀଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ଆମ ସମସ୍ତଙ୍କ ମେୟର, ହେଲେ ବାଥରୁମ କବାଟ ଲଗାଇବା ପାଇଁ […]


