ଭୁବନେଶ୍ୱର:ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ,ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ ପରିଚିତ। ସ୍ୱଦେଶୀ ଜ୍ଞାନ କୌଶଳରେ କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଛି। ଏହାର […]