ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି […]