ପ୍ରମୋଦ ନାୟକ(ଭୁବନେଶ୍ବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଟାଲୀରେ ପହଞ୍ଚିବା ପରେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି । ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୮।୦୬ : ଆଜି ଦିନ ୧-୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ୨ ଦିନର ରହଣୀ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ଦିନ ଭୋର ୪ଟାରେ ଦିଲ୍ଲୀରୁ ରୋମ୍ ଅଭିମୁଖେ ଉଡାଣ ଭରିବେ। ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଖାଦ୍ୟ ନିରାପତ୍ତାର ସଫଳତା କାହାଣୀ ଉପସ୍ଥାପନ କରିବେ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି।ଆସନ୍ତା ୨୧ ତାରିଖରୁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ । ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍‌ରେ […]

Pin It on Pinterest