ବାସ୍ତବବ୍ୟୁରୋ:ବିଶ୍ୱାସ ମତ୍ତ ହରାଇବାର ତିନି ଦିନ ପରେ କେପି ଶର୍ମା ଓଲି ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଆଜି (ଶୁକ୍ରବାର) ସନ୍ଧ୍ୟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ନେପାଳୀ ସମ୍ବିଧାନର ଧାରା ୭୬(୩ ) ଅନୁଯାୟୀ ଓଲି ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ରାଷ୍ଟ୍ରପତି ବିରୋଧୀଙ୍କୁ ଗୁରୁବାର ରାତି ୯ ଟା […]