ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ […]
Odia News
ବାସ୍ତବବ୍ୟୁରୋ: ଆଜି ସକାଳେ କ୍ରମାଗତ ଚତୁର୍ଥ ଦିନ ଦିଲ୍ଲୀ ସମେତ ଦେଶର ଉତ୍ତର ଭାଗରେ ଘନ କୁହୁଡ଼ି ରହିଲା। ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଠାରୁ ବିହାର ପର୍ଯ୍ୟନ୍ତ ୧୧ ଟି ରାଜ୍ୟ ଶୀତଳ ଲହରୀରେ ଅଛନ୍ତି। ଚିଲିକାଲାନର ଅବଧି ଶ୍ରୀନଗରରେ ଜାରି ରହିଛି, ଯେଉଁଥିପାଇଁ ପାର୍ଶ୍ୱ -୫ ରେ ପହଁଞଛି | ଏଥି ସହିତ ଦିଲ୍ଲୀରେ କୁହୁଡ଼ି ହେତୁ ଦୃଶ୍ୟମାନତା ବହୁତ କମ୍ ଥିଲା। ଥଣ୍ଡା […]
ବାସ୍ତବବ୍ୟୁରୋ: ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଉଛି। ଏହି ସମୟରେ,ଏକ ଲିକ୍ ରିପୋର୍ଟରେ ଚୀନ୍ ସରକାର ଆକଳନ କରିଛନ୍ତି ଯେ ସମଗ୍ର ଦେଶରେ ପ୍ରତିଦିନ ୩ କୋଟି ୭୦ ଲକ୍ଷ କରୋନା ମାମଲା ଆସୁଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଆଭ୍ୟନ୍ତରୀଣ ବୈଠକ ଅନୁଯାୟୀ, ଡିସେମ୍ବର ୧ ରୁ ୨୦ ମଧ୍ୟରେ ଅତି କମରେ ୨୪୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସତ୍ୱ ଚୀନ୍ ସରକାର […]
ସଂଜୟ ଶତପଥୀ(କଟକ): ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତଥା ବିଶେଷ କରି କଟକ ଜିଲ୍ଲାର ଶିକ୍ଷାର ବିକାଶ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥୂବା ଏବଂ ଏକ ଘରୋଇ ବିଦ୍ୟାଳୟ ଭାବରେ ଦୀର୍ଘ ୩୫ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଶିକ୍ଷା,କଳା ଓ ସଂସ୍କୃତି ର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖୂଥୂବା କଟକ ତେଲେଙ୍ଗା ବଜାରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ଭାରତୀ ଉଚ୍ଚ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି […]
ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୁଚନା ଅନୁଯାଇ,ଆଗାମୀ ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ। କମିବ ଶୀତର ପ୍ରକୋପ।ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଏଥିପାଇଁ ରାଜ୍ୟର […]
ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ, ସହ ପାଣିବୋତଲ,ଭ୍ୟାନିଟ୍ ବି ମନା । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱରରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ […]
ଜୟନ୍ତଶତପଥୀ(କେନ୍ଦ୍ରାପଡା):କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା କୋରୋ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନର ଉପଦେଷ୍ଟା ଦିବଂଗତ ବାନାମ୍ବର ଜେନାଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ କବି ଶୈଳଜା ଶଙ୍କର ସାମଲ ଏବଂ ବିଷ୍ଣୁଚରଣ […]
ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]


