ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୧୧/୧୧:ରାମଚଣ୍ଡୀ ଶିକ୍ଷା ନିକେତନ , ଛୋଟୀର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଆଦର୍ଶୋଦୀପ୍ତ ବ୍ୟକ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି। କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି କାଳ ନିଜ ନୀତିନିଷ୍ଠ ଶିକ୍ଷା ସେବାକୁ ସମର୍ପିତ କରି ସେ ସମଗ୍ର ଜିଲ୍ଲାରେ ଏକ ସମ୍ମାନ […]
Odia News
ନମିତା କୁଅଁର(ଭୁବନେଶ୍ବର): ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି ପତ୍ର ଦିଆଯାଇଛି। ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ଗତ ତିନିଦିନ ପୁର୍ବେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ଭୁବନେଶ୍ଵରରେ ପହଞ୍ଚି,ମୁଖ୍ୟମନ୍ତ୍ରୀଙ୍କୁ […]
ବାସ୍ତବ ବ୍ୟୁରୋ : ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟିଜିଟି (କଳା), ପିଜିଟି (ପିସିଏମ୍ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ପାଇଁ […]
ନମିତା କୁଅଁର(ଭୁବନେଶ୍ୱର):ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଦ୍ଵିଦିବସୀୟ ରାଜସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲବ୍ଧପ୍ରତିଷ୍ଠ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ତଥା ଏକାଡେମୀର ସଚିବ ଡଃ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗବେଷକ ଡଃ ମନ୍ମଥ ନାଥ ଶତପଥୀ ,ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ମନୋଜ ପଟ୍ଟନାୟକ, ବିଶିଷ୍ଟ କଳାକାର […]
ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘କେଜ୍ରିୱାଲ କି ୧୦ ଗ୍ୟାରେଣ୍ଟି’ ଅଭିଯାନ ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମଡି ନିର୍ବାଚନ ସମ୍ପର୍କରେ ବୁଧବାର ଦିନ ଆମ୍ ଆଦମୀ ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏମସିଡି ନିର୍ବାଚନ ପାଇଁ ୧୦ ଟି ଗ୍ୟାରେଣ୍ଟି […]
ବାସ୍ତବବ୍ୟୁରୋ:ବିଳମ୍ବିତ ରାତିରେ ପଡୋଶୀ ଦେଶ ନେପାଳରେ ୬ .୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯାହାର କମ୍ପନ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ,ନୋଏଡା, ଗାଜିଆବାଦରେ ମଧ୍ୟ ଭୂକଂପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନଭେମ୍ବର ୯ ରେ ରାତି୧ .୫୭ ସମୟରେ ଏହି ଭୂକମ୍ପ ଘଟିଥିଲା। ଯାହାର ଗଭୀରତା ଭୂମିଠାରୁ୧୦ କିଲୋମିଟର ତଳେ ଥିଲା |ଏହି ଭୂକମ୍ପ କେନ୍ଦ୍ର ନେପାଳର ମଣିପୁରର […]
ବାସ୍ତବବ୍ୟୁରୋ:ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ ହେବ। ଡିସେମ୍ବର ୧ ଓ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏବଂ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଏହାପୂର୍ବରୁ ଦଳର ମୁଖ୍ୟ ଜେପି ନାଡାଙ୍କ ବାସଭବନରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ବିଜେପି ମୂଳ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।
ବାସ୍ତବ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ଆଜି (ମଙ୍ଗଳବାର) ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କେବଳ ବିଭିନ୍ନ ଟେଲିଭିଜିନ ଚ୍ୟାନେଲରେ ଯୁକ୍ତିତର୍କ ହେଉଥିବା ବେଳେ ଆଜି ଏହା ହିଂସାର ରୂପ […]
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଏକ ଭୂକମ୍ପ ଆସିଛି।ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ମୁଖ୍ୟ ମୌଲାନା ଫଜଲୁର ରେହମାନ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଡ୍ରାମା ବୋଲି ବର୍ଣ୍ଣନା କରିଛନ୍ତି। ଫଜଲୁର ରେହମାନ ଏପରିକି କହିଛନ୍ତି ଯେ ଇମ୍ରାନ ତାଙ୍କ ଅଭିନୟରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ଛାଡିଛନ୍ତି।ଫଜଲୁର ରେହମାନ ତାଙ୍କ ବିବୃତ୍ତିରେ ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଡ୍ରାମା ବୋଲି କହିଛନ୍ତି। […]


