ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏଥିରେ ଯୋଗଦେବା ଲାଗି ଦଳ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଛି। ୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ୍‌, ୬ରେ ଗଣତି । […]

ବାସ୍ତବ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ ।“ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର […]

ବାସ୍ତବ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭଦୋଦରାଠାରେ ଦେଶର ପ୍ରଥମ ପରିବହନ ବିମାନ କାରଖାନାର ଉଦଘାଟନ କରିବେ। ଏହି ପ୍ଲାଣ୍ଟ ସ୍ପେନର ଏୟାରବସ୍ ଡିଫେନ୍ସ କମ୍ପାନୀ ଏବଂ ଟାଟା କନ୍ସୋର୍ଟିୟମ୍ ଦ୍ୱାରା ସ୍ଥାପିତ ହୋଇଛି | ପ୍ରଥମେ, ଏହି କାରଖାନା ରେ ବାୟୁସେନା ପାଇଁ ସି-୨୯୫ ମଧ୍ୟମ-ଲିଫ୍ଟ ସାମରିକ ପରିବହନ ବିମାନ ଉତ୍ପାଦନ ହେବ| ଏଥିପାଇଁ ଟାଟା ୟୁରୋପୀୟ କମ୍ପାନୀ ଏୟାରବସ୍ ସହିତ ଚୁକ୍ତି ହୋଇଛି। ବିଶେଷ […]

ବାସ୍ତବବ୍ୟୁରୋ:ଶନିବାର ସୋମାଲିଆର ରାଜଧାନୀ ମୋଗାଡିଶୁରେ ଶିକ୍ଷା ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ଦାୟୀ ବୋଲି ଦାବି କରିଛି। ଜଣେ ଅଧିକାରୀ କହିଛନ୍ତି – ସୋମାଲିଆ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଦୁଇଟି କାରରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ମହିଳା, ବୃଦ୍ଧ ବ୍ୟକ୍ତିଙ୍କ ସମେତ କିଛି […]

ସଂଜୟ ଶତପଥୀ(କଟକ):ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।ତାଙ୍କ ସ୍ବଦେଶ ତଥା ସ୍ୱଜାତି ପ୍ରୀତିର ତୁଳନା ନାହିଁ । ମେକ ଇନ ଓଡିଶା ତଥା ଶ୍ରୀଜଗନ୍ନାଥଙ୍କ ପାଇଁ କୋର୍ଟ ରେ ଇଂରେଜ ବିରୁଦ୍ଧରେ ଲଢ଼ିବା,ଉତ୍କଳ ସମ୍ମିଳନୀ ଦ୍ଵାରା ଓଡିଶାକୁ ସ୍ୱତନ୍ତ୍ର କରିବା ଆଦି ତାଙ୍କର ଓଡିଶାକୁ ବିଶେଷ ଅବଦାନ […]

ବାସ୍ତବ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ନିଦ ହଜାଇଲାଣି ଦିଲ୍ଲୀ ସରକାରଙ୍କର । ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର।  ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। […]

ବାସ୍ତବ ବ୍ୟୁରୋ : ଗାଡ଼ିରେ ନମ୍ୱର ପ୍ଲେଟ୍‌ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌) ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ପରିବହନ ବିଭାଗ ସୂଚନାନୁଯାୟୀ, ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି […]

ଭୁବନେଶ୍ୱର :ଅକ୍ଟୋବର ୩୧ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ବିମାନ,ଆରମ୍ଭ ହେବ ବିମାନ ଚଳାଚଳ ସେବା । ଏ ସମ୍ବଦ୍ଧରେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଶୁକ୍ରବାର ରାତିରେ ଟ୍ବିଟ୍‌ ମାଧ୍ୟମରେ ଏହା ଜଣାଯାଇଛି। ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ,ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଲାଇସେନ୍ସ ଦିଆଯାଇଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ସେ କହିଛନ୍ତି ଯେ , ଏହା କେବଳ ଏକ ପ୍ରସ୍ତାବ, କିନ୍ତୁ ବାଧ୍ୟତାମୂଳକ ନୁହଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଛନ୍ତି । […]

ବାସ୍ତବ ବ୍ୟୁରୋ : ଆଜି (ଶୁକ୍ରବାର) ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ।  ସୁବର୍ଣ୍ଣ ଜୟନ୍ତୀ ପାଇଁ ସଜେଇ ହୋଇଛି ଧଉଳି ଶାନ୍ତିସ୍ତୁପ । ଏହି ଅବସରରେ ବୌଦ୍ଧ ସାଧୁସନ୍ଥ ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି । ରାଜଭବନରୁ ଧଉଳି ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁ। ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ […]

Pin It on Pinterest