ବାସ୍ତବବ୍ୟୁରୋ:ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର ୟୁପି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ବୈଦ୍ୟୁତିକ ଯାନ ଉତ୍ପାଦନ ଏବଂ ମୋବିଲିଟି ପଲିସି -୨୦୨୨ କୁ ଅନୁମୋଦନ କରାଯାଇଛି | ଏହା ଅଧୀନରେ ବୈଦ୍ୟୁତିକ ଯାନ କ୍ରୟ ଉପରେ ସବସିଡି ପ୍ରଦାନ କରାଯିବ। ଏହା ଅଧୀନରେ ସରକାର ରାଜ୍ୟରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ପ୍ରାୟ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବ […]
Odia News
ସଞ୍ଜୟ ଶତପଥୀ(କଟକ) ୧୩।୧୦ : ବଜାର କୋଲକାତା ସପିଙ୍ଗ ମଲ୍ ସିଲ୍ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା । ସିଲ୍ ହେଲା କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍ ।ସିଏମ୍ସି କର୍ତ୍ତୃପକ୍ଷ ସପିଙ୍ଗ ମଲ୍କୁ ସିଲ୍ କରିଛନ୍ତି । ସୂଚନା ଅନୁଯାଇ,ଏହି ସିଡିଏସ୍ଥ ସପିଙ୍ଗ ମଲର ଗାଡି ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ ନିୟମର ଉଲଙ୍ଘନ ହୋଇଥିଵା ଏବଂ ସମ୍ପୃକ୍ତ କୋଠାରେ […]
ସୁକାନ୍ତ ବେହେରା(ବେଗୁନିଆ):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ […]
ବାସ୍ତବ ବ୍ୟୁରୋ : ୧୬ ଅକ୍ଟୋବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ,ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ ।ଏହା ଡାକ୍ତରୀ ଛାତ୍ରଛାତ୍ରଙ୍କ ପାଇଁ ଖୁସି ଖବର ।ଆସନ୍ତା ୧୬ ଅକ୍ଟୋବରରେ ମଧ୍ୟପ୍ରଦେଶର ଭୋପାଳରେ MBBSର ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ ପାଇଁ ଗୃହମନ୍ତ୍ରୀ ଶାହା ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ,ମଧ୍ୟପ୍ରଦେଶରେ ଆରମ୍ଭ ହେବ ବୈପ୍ଲବିକ ଆନ୍ଦୋଳନ । […]
ବାସ୍ତବବ୍ୟୁରୋ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ହ୍ରାସ ହେବାର ନାମ ନେଉନାହିଁ। ବେଆଇନ ଅର୍ଥ ମାମଲାରେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ତାଙ୍କ ବିରୋଧରେ ମାମଲା ଦାୟର କରିଛି। ଇମ୍ରାନ ଖାନଙ୍କ ବ୍ୟତୀତ ତାଙ୍କ ଦଳର ଆର୍ଥିକ ଦଳ ତଥା ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିଦେଶରେ ନକଲି କମ୍ପାନୀ ମାଧ୍ୟମରେ ଅର୍ଥ ଗ୍ରହଣ କରୁଥିବା […]
ସୁକାନ୍ତ କୁମାର ବେହେରା(ଭାପୁର)୧୧/୧୦:ଆଜି ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତର ନୂଆଗାଁ ହାଇସ୍କୁଲ ଓ ରାକମା ଗ୍ରାମ ପଞ୍ଚାୟତ ର ଏସ ଡି ହାଇ ସ୍କୁଲ ଠାରେ “ଆନ୍ତର୍ଯ୍ୟାତୀୟ ଶିଶୁ କନ୍ୟା ଦିବସ” ପୂର୍ବତନ ସରପଞ୍ଚ ନବକିଶୋର ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରେଣୁବାଳା ନନ୍ଦ ଙ୍କ ସଭାପତିତ୍ୱ ରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ସି ଡି ପି […]
ସଂଜୟ ଶତପଥୀ(କଟକ): ଗତ୮ ତାରିଖ ଦିନ କଟକ ପୋଲିସ୍ କମିଶନରେଟ୍ ଅଧୀନରେ ଥିବା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ କଟକର ରଘୁନାଥଜୀୟୁ କଲେଜର ଜନୈକ ଛାତ୍ରଙ୍କୁ ସେହି ଅଞ୍ଚଳର ଜନୈକ ଅସାମାଜିକ ଯୁବକ ଏସିଡ୍ ପକାଇବା ଏବଂ ଉକ୍ତ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ନେଇ ଲାଲବାଗ ଥାନାରେ ଆହତ ଛାତ୍ରଙ୍କ ପକ୍ଷରୁ ଏତାଲା ଦାଏର ହୋଇଛି। ହେଲେ ବଡ଼ ଦୁଃଖ […]
ନମିତା କୁଅଁର(ଭୁବନେଶ୍ବର): ବିଦ୍ୟୁତ ବିଭାଗରେ ଥିବା ଠିକା କର୍ମଚାରୀ ମାନେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ଡାକରା ଦେଇଛନ୍ତି ଶ୍ରମିକ ନେତା ଧୋବେଇ ସାହୁ ।ଠିକା କର୍ମଚାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଉ ସହ୍ୟ କରାଯିବ ନାହିଁ । ତେତିଶ ବାଇ ଇଲେଭେନ୍ କେଭି କଣ୍ଟ୍ରୋଲ ରୁମ୍ କର୍ମଚାରୀ , କଷ୍ଟମର କେୟାର କର୍ମଚାରୀ ଏବଂ ଫିଲ୍ଡରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନେ ଆସନ୍ତା ଅକ୍ଟୋବର ମାସ ବାର […]
ନବୀନ ସାହୁ(ଜଳେଶ୍ଵର): ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ବେଆଇନ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ,ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ,ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଆଜି ଭୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ୦୯।୧୦ : କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ରାଣ୍ଡ ଆଇଟେନ କାର୍ ପିଟିଲା କଦଳୀ ବେପାରୀଙ୍କୁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ,ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ […]


