ସଂଜୟ ଶତପଥୀ(କଟକ): ଗତ୮ ତାରିଖ ଦିନ କଟକ ପୋଲିସ୍ କମିଶନରେଟ୍ ଅଧୀନରେ ଥିବା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ କଟକର ରଘୁନାଥଜୀୟୁ କଲେଜର ଜନୈକ ଛାତ୍ରଙ୍କୁ ସେହି ଅଞ୍ଚଳର ଜନୈକ ଅସାମାଜିକ ଯୁବକ ଏସିଡ୍ ପକାଇବା ଏବଂ ଉକ୍ତ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ନେଇ ଲାଲବାଗ ଥାନାରେ ଆହତ ଛାତ୍ରଙ୍କ ପକ୍ଷରୁ ଏତାଲା ଦାଏର ହୋଇଛି। ହେଲେ ବଡ଼ ଦୁଃଖ […]
Odia News
ନମିତା କୁଅଁର(ଭୁବନେଶ୍ବର): ବିଦ୍ୟୁତ ବିଭାଗରେ ଥିବା ଠିକା କର୍ମଚାରୀ ମାନେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ଡାକରା ଦେଇଛନ୍ତି ଶ୍ରମିକ ନେତା ଧୋବେଇ ସାହୁ ।ଠିକା କର୍ମଚାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଉ ସହ୍ୟ କରାଯିବ ନାହିଁ । ତେତିଶ ବାଇ ଇଲେଭେନ୍ କେଭି କଣ୍ଟ୍ରୋଲ ରୁମ୍ କର୍ମଚାରୀ , କଷ୍ଟମର କେୟାର କର୍ମଚାରୀ ଏବଂ ଫିଲ୍ଡରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନେ ଆସନ୍ତା ଅକ୍ଟୋବର ମାସ ବାର […]
ନବୀନ ସାହୁ(ଜଳେଶ୍ଵର): ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ବେଆଇନ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ,ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ,ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଆଜି ଭୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ […]
ପ୍ରମୋଦ ନାୟକ(ଭୁବନେଶ୍ୱର) ୦୯।୧୦ : କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ରାଣ୍ଡ ଆଇଟେନ କାର୍ ପିଟିଲା କଦଳୀ ବେପାରୀଙ୍କୁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ,ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ […]
ବାସ୍ତବବ୍ୟୁରୋ:ଉପ-ନିର୍ବାଚନରେ ଶିବସେନାର ଦୁଇଟି ଦଳ ମଧ୍ୟରୁ କୌଣସି ଦଳ ଧନୁ-ତୀର ସିମ୍ବଲ୍ ବ୍ୟବହାର କରିପାରିବେ ନାହିଁ। ଶନିବାର ନିର୍ବାଚନ ଆୟୋଗ ଦଳର ଏହି ପ୍ରତୀକକୁ ଫ୍ରିଜ୍ କରିଛନ୍ତି। ମୁମ୍ବାଇର ଆନ୍ଧେରି ପୂର୍ବ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହାର ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଆୟୋଗ କହିଛନ୍ତି ଯେ ଉଭୟ ଗୋଷ୍ଠୀକୁ ଅନ୍ୟ ପ୍ରତୀକ ବାଛିବା ପାଇଁ ବିକଳ୍ପ ଦିଆଯିବ। ସେମାନଙ୍କୁ ସେମାନଙ୍କଠାରୁ ଗୋଟିଏ ପ୍ରତୀକ ବାଛିବାକୁ ଏବଂ ଅକ୍ଟୋବର […]
ବାସ୍ତବବ୍ୟୁରୋ:ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ।ରବିବାର ଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା ଜିଲ୍ଲାର ମୋଧେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ଘୋଷଣା କରିବେ। ଏହି ସୂଚନା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଗୁଜରାଟ ସରକାରଙ୍କ କହିବାନୁସାରେ,ଗାଁର ପ୍ରତ୍ୟେକଙ୍କ ଘର ଉପରେ ଏକ ହଜାରରୁ ଅଧିକ ଶକ୍ତିର ସୋଲାର ପ୍ୟାନେଲ ଲଗାଯାଇଛି, ଯାହା ଗ୍ରାମବାସୀଙ୍କ ପାଇଁ ୨୪ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ […]
ବାସ୍ତବବ୍ୟୁରୋ:ଇଣ୍ଡିଆନ୍ କୋଷ୍ଟଗାର୍ଡ ଏଟିଏସ୍ ଗୁଜୁରାଟ ଶନିବାର ସକାଳେ ମିଳିତ ଅପରେସନ୍ କରି ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଧରିଛି । ଅଲ ସାକାର ନାମକ ଏହି ଡଙ୍ଗାରୁ ୫୦ କିଲୋଗ୍ରାମ ହିରୋଇନ ଜବତ କରାଯାଇଛି। ଡଙ୍ଗାରେ ଥିବା ୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ହିରୋଇନ ମୂଲ୍ୟ ପ୍ରାୟ ୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଧିକ […]
ବାସ୍ତବବ୍ୟୁରୋ:ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଶୁକ୍ରବାର ଏକ ଆଣ୍ଡ୍ରଏଡ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରିଛି। ଏହି ଆପରେ, UPSC ପରୀକ୍ଷା ଏବଂ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଦିଆଯିବ । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ଆପ୍ ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଅଟେ ଏବଂ ଏହାକୁ ଗୁଗୁଲ୍ ପ୍ଲେଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ।
ବାସ୍ତବବ୍ୟୁରୋ:ଚାକିରି ପାଇଁ ଜମି ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି। ଅଭିଯୋଗ ହୋଇଛି ଯେ ରେଳ ମନ୍ତ୍ରୀ ଥିବାବେଳେ ଲାଲୁ ଯାଦବ ଗ୍ରୁପ ଡିରେ ପାଟଣାର ୧୨ ଜଣ ଲୋକଙ୍କୁ ଚାକିରି ଦେଇଥିଲେ ଏବଂ ପାଟନାରେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସେମାନଙ୍କ ଠାରୁ ଜମି ଲେଖି ନେଇଥିଲେ। ଲାଲୁ ପ୍ରସାଦଙ୍କ ବ୍ୟତୀତ ସିବିଆଇ ରାବ୍ରି ଦେବୀ ଏବଂ ଅନ୍ୟ ୧୪ […]
ବାସ୍ତବବ୍ୟୁରୋ: ଭାରତୀୟ ରେଳ ୨୦୩୦ ସୁଦ୍ଧା ନିଜର କାର୍ବନ ପଦଚିହ୍ନକୁ ଧୀରେ ଧୀରେ କମ୍ କରି ଶୁଦ୍ଧ ଶୂନ୍ୟ କାର୍ବନ ନିର୍ଗମନକାରୀ ହେବା ନିମନ୍ତେ ଯୋଜନା କରିଛି।ଭାରତ ସରକାର, ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନ୍ଡିସି)ର ଅଂଶ ଭାବେ ନିର୍ଗମନର ତୀବ୍ରତାରେ ୩୩% ହ୍ରାସ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ଅନ୍ୟତମ। ଭାରତୀୟ ରେଳ ମୁଖ୍ୟତଃ ନବୀକରଣୀୟ ଶକ୍ତି ଉତ୍ସ ଦ୍ୱାରା ନିଜର ଶକ୍ତି ଆବଶ୍ୟକତାଗୁଡ଼ିକୁ […]


