ଭଦ୍ରକବ୍ୟୁରୋ: ଶୁକ୍ରବାରଠାରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଅମିତ ସାହା, ଜେପି ନଡ୍ଡାଙ୍କ ଓଡିଶା ବିଜେପି ନେତା ମାନଙ୍କୁ […]
Odia News
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ପିଠରେ ପହଞ୍ଚି ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ lଆରଡ଼ି ପିଠରେ ଶ୍ରୀମତୀ ଷଢଙ୍ଗୀ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମ ଓ ସେବାୟତ ମାନେ ଏକ ଶୋଭାଯାତ୍ରାରେ ପାଛଟିନେବା ସହ ମନ୍ଦିର ଦର୍ଶନ କରାଇଥିଲେ lମନ୍ଦିରରେ ପହଂଚିବା ପରେ ପ୍ରଥମେ ବାବା ଆଖଣ୍ଡଳମଣି ଦର୍ଶନ ପରେ ଶ୍ରାବଣୀ ମହାଦେବଙ୍କ ଜଳ ଦାନ ଏବଂ ମୁକ୍ତିମଣ୍ଡପରେ […]
ପ୍ରମୋଦନାୟକ(ଭୁବନେଶ୍ୱର): ଗୁରୁବାର ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବହୁ ପ୍ରତୀକ୍ଷିତ ଭଷାଣି ଉସ୍ଛବ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନିରାଶା ଭାବ ଖେଳି ଯାଇଥିଲା।ମାତ୍ର ମା”ଙ୍କ ଇଚ୍ଛାରେ ଠିକ ସନ୍ଧ୍ୟା ଛ ଟା ସୁଦ୍ଧା ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା।ଯାହା ଫଳରେ ଭୁବନେଶ୍ୱର ଜନପଥର ସହିଦ ନଗର ପୂଜା ମଣ୍ଡପ ଠାରୁ ୨୫ଟି ଦୁର୍ଗା ମେଢ଼ କ୍ରମନ୍ବୟରେ ବାହାରି ରାଜ ମହଲ […]
ବାସ୍ତବବ୍ୟୁରୋ:କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ ମେସି ତାଙ୍କ ଅବସର ଘୋଷଣା କରିଛନ୍ତି। ସେବାଷ୍ଟିଆନ୍ ଭିଗ୍ନୋଲୋଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ କତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ପରେ ସେ କ୍ରୀଡ଼ାରୁ ଅବସର ନେବେ। ଆର୍ଜେଣ୍ଟିନାର ୩୫ ବର୍ଷୀୟ ମେସିଙ୍କ ପାଇଁ ଏହା ପଞ୍ଚମ ଫିଫା ବିଶ୍ୱକପ ହେବ। ମେସି କହିଛନ୍ତି ଯେ ମୁଁ ଏହି ନିଷ୍ପତ୍ତି ନେଇସାରିଛି ଏବଂ ଦଳକୁ ଏହା ବିଷୟରେ ଜଣାଇଛି, ଏହା […]
ବାସ୍ତବବ୍ୟୁରୋ:ରିଲାଏନ୍ସ ଜିଓ ଦେଶରେ ପ୍ରଥମ ଲାପଟପ୍ ଲଞ୍ଚ କରିଛି। ଲାପଟପ୍ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଏମ୍) ପୋର୍ଟାଲରେ ତାଲିକାଭୁକ୍ତ ହୋଇଛି ଯାହା ଏହାର ନିର୍ଦ୍ଦିଷ୍ଟତା ଏବଂ ମୂଲ୍ୟ ପ୍ରକାଶ କରିଥାଏ | ଜିଓ କ୍ୱାଲକମ୍ ସ୍ନାପଡ୍ରାଗନ୍୬୬୫, ୧୧.୬ ଇଞ୍ଚ ନେଟବୁକ୍ ଭାବରେ ତାଲିକାଭୁକ୍ତ, ଲାପଟପ୍ ମୂଲ୍ୟ, ୧୯,୫୦୦ | ଯଦିଓ ଏହା ଲଞ୍ଚ ହୋଇସାରିଛି, ସମସ୍ତେ ଏହାକୁ କିଣି ପାରିବେ ନାହିଁ | କେବଳ ସରକାରୀ ବିଭାଗଗୁଡ଼ିକ ଜିଏମ ପୋର୍ଟାଲ ମାଧ୍ୟମରେ […]
ନମୋଗୁରୁ ହୋତା(ସୋନପୁର)୦୬।୧୦: ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜାକୁ ନେଇ ସାରା ସୋନପୁର ଉତ୍ସବମୁଖର ହୋଇଉଠିଥିଲା l ସାଜସଜ୍ଜା ସାଙ୍ଗକୁ ମନ୍ତ୍ର ଧ୍ବନିରେ କମ୍ପି ଉଠୁଥିଲା ଗାଁଠୁ ସହର l ମା’ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ରୀତିନୀତି ଅନୁଯାୟୀ ଷଷ୍ଠିରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଛି l କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ପରଦା ପଛରେ ମାଙ୍କ ପୂଜାର୍ଚ୍ଚନା ହେଉଥିଲା । ଚଳିତ ବର୍ଷ ସଂପୂର୍ଣ୍ଣ ଭାବରେ […]
ସଞ୍ଜୟ ଶତପଥୀ(କଟକ): କଟକ ଦଶହରା ଭସାଣୀ ଵେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳରୁ ତୀଵ୍ର ଉତ୍ତେଜନା ଦେଖାଦେଇଛି ।ଖବର ଅନୁଯାଇ ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । ବାଦୁଆ ବର୍ଷା ଭସାଣି ମଜାକୁ ପାଣିଚିଆ କରିଥିବା ବେଳେ,ମାଆଙ୍କ ପ୍ରସେସନକୁ ନେଇ,କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଛି […]
ବାସ୍ତବବ୍ୟୁରୋ:WHO ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର କିଛି ଔଷଧ ସମ୍ବନ୍ଧରେ ଏକ ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ଼ ର ଥଣ୍ଡା,କାଶ ଔଷଧ ଯୋଗୁଁ ୬୬ ପିଲାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରାଯାଇଛି। WHO କହିଛି ଯେ କମ୍ପାନୀ ଏବଂ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସହିତ ମିଳିତ ଭାବେ ଏହି ଅନୁସନ୍ଧାନ କରାଯାଉଛି। ରାଏଟର୍ସ […]
ବାସ୍ତବବ୍ୟୁରୋ:ମୁମ୍ବାଇ ନିର୍ଦ୍ଦେଶାଳୟ ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ବିମାନବନ୍ଦରରେ 16 କିଲୋଗ୍ରାମ ହିରୋଇନ ଜବତ କରିଛି। ଏହା ସହିତ କେରଳର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ହେରୋଇନ୍ର ମୂଲ୍ୟ ପ୍ରାୟ 80 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ବାସ୍ତବବ୍ୟୁରୋ:ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଅଞ୍ଚଳରେ ଏକ ଆର୍ମି ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନା ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ସକାଳ ପ୍ରାୟ ୧୦ ଟା ସମୟରେ ଘଟିଛି। ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ। ଦୁର୍ଘଟଣା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଲେଫ୍ଟ କୋଲ ସୌରଭ ଯାଦବ ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ପାଇଲଟ ଚିକିତ୍ସିତ ହେଉଛନ୍ତି।


