ଭୁବନେଶ୍ୱର ୦୩/୧୦: ଦୁଇବର୍ଷର କରୋନା କଟକଣାରେ,ଜଗତଜନନୀ ମାଆ ମହିଷାମର୍ଦ୍ଦିନୀଙ୍କ ପୂଜାର ମଜା ନେଇପାରିନଥିଲେ ଦେଶବାସୀ । ଏବର୍ଷ ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଏଥିରୁ ଆମ ରାଜ୍ୟବା ବାଦ ପଡିବ କିପରି,ପୁରା ପଲ୍ଲୀରେ ଦୁର୍ଗା ପୂଜାର ଆନନ୍ଦ ଉଲ୍ଲାସ । ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ […]

ଡ଼.ନବକିଶୋର ମିଶ୍ର ମା’ ଦୁର୍ଗାଙ୍କୁ ସମର୍ପିତ ନବରାତ୍ରୀ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନବରାତ୍ରିରେ, ମା ଦୁର୍ଗାଙ୍କର ନଅ ପ୍ରକାରର ରୂପରେ ରୀତିନୀତି ଅନୁଯାୟୀ ପୂଜା କରାଯାଏ ।ଅକ୍ଟୋବର ୩ ତାରିଖ ହେଉଛି ନବରାତ୍ରୀଙ୍କର ଅଷ୍ଟମ ଦିନ |ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା ମହାଗୌରୀଙ୍କୁ ପୂଜା କରାଯାଏ। ମାତାର ରଙ୍ଗ ଅତ୍ୟନ୍ତ ନ୍ୟାୟଯୁକ୍ତ ହୋଇଥିବାରୁ ,ତାଙ୍କୁ ମହାଗୌରୀ ନାମରେ ଅବିହିତ କରାଯାଇଛି |ଶାସ୍ତ୍ର ଅନୁଯାୟୀ, ମା ମହାଗୌରୀ କଠିନ ତପସ୍ୟା […]

ବାସ୍ତବବ୍ୟୁରୋ:ହାଇଦ୍ରାବାଦ ସହରରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଆଇଏସଆଇ ଏବଂ ଲଶ୍କର ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଗିରଫ ସହରର ମାଲାକପେଟରୁ ହୋଇଛି । ସେମାନଙ୍କ ନିକଟରୁ ୫ ଟି ମୋବାଇଲ, ନଗଦ ଆର୍ଥ ଏବଂ ୪ ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଆତଙ୍କବାଦୀମାନେ ଏକ ଫିଡାଏନ୍ ଆକ୍ରମଣ ଯୋଜନା କରୁଥିବା ପୋଲିସ କହିଛି। ଆତଙ୍କବାଦୀମାନେ ଅବଦୁଲ […]

ବାସ୍ତବବ୍ୟୁରୋ:ରବିବାର ଦିନ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ୟୁପି ସିଏମ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଛି | ତାଙ୍କ ଚିକିତ୍ସା ପାଇଁ ଏକ ମେଡିକାଲ ପ୍ୟାନେଲ ଗଠନ କରାଯାଇଛି। ସେ ୨୬ ସେପ୍ଟେମ୍ବରରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅଖିଳେଶ ଯାଦବ, ପତ୍ନୀ ଡିମ୍ପଲ୍ ଏବଂ ପୁଅ […]

ନମିତା କୁଅଁର(ଭୁବନେଶ୍ବର) : ଆଗରୁ ଓଡ଼ିଶାର ପରିଚୟ ଶ୍ରୀଜଗନ୍ନାଥ ଥିଲେ। ଏବେ ଓଡ଼ିଶା କହିଲେ ଲୋକ କହୁଛନ୍ତି ‘ନବୀନ ପଟ୍ଟନାୟକ’ ।ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଜେଡି ସଭାରେ ଏହା କହିଥିଲେ,। ଜଗତର ନାଥ ଜଗନ୍ନାଥଙ୍କ ସହ ନବୀନଙ୍କ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା, ପ୍ରତାପଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ।ପ୍ରତାପଙ୍କ […]

ଡ଼.ନବକିଶୋର ମିଶ୍ର ଆଜି ୦୨ ଅକ୍ଟୋବର ୨୦୨୨ ,ମଙ୍ଗଳବାର ହେଉଛି ନବରାତ୍ରୀଙ୍କର ସପ୍ତମ ଦିନ | ଏହି ଦିନ ମା କାଳରାତ୍ରୀ ଙ୍କୁ ପୂଜା କରିବାର ନିୟମ ଅଛି | ମା କାଳରାତ୍ରୀ ଦୁଷ୍ଟମାନଙ୍କର ବିନାଶକାରୀ | ମାତା ରାଣୀଙ୍କ ବିଶେଷ ଅନୁଗ୍ରହ ମା କାଳରାତ୍ରୀ ଙ୍କୁ ପୂଜା କରୁଥିବା ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ମା କାଳରାତ୍ରୀ ଙ୍କ ସ୍ୱରୂପ ବିଷୟରେ କହିବାକୁ ଗଲେ , […]

ପ୍ରମୋଦ ନାୟକ(ଭୁବନେଶ୍ବର): ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବୁଥ୍ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇ ଯିବାପରେ, ବିଜେପି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଉତ୍ସାହିତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶନିବାର ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ ନେଇ ସୂଚନା […]

ଭୁବନେଶ୍ବର : ଦୁର୍ଗାପୂଜାରେ ଏ ବର୍ଷ ବର୍ଷା ହିଁ ବାଧକ ସାଜିବ ।ଦୁଇ ବର୍ଷ କରୋନା କଟକଣା ଭିତରେ ପୂଜା ମଜାରେ ଭଟ୍ଟା ପଡିଥିବା ବେଳେ,ଏ ବର୍ଷ ଧୁମ୍‌ଧାମ୍‌ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ବର୍ଷା ଦାଉ ସାଜିବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆଜି ଠାରୁ ଉତ୍ତର ଉପକୂଳ […]

ଡ଼.ନବକିଶୋର ମିଶ୍ର ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ| ନବରାତ୍ରୀ ସମୟରେ ନଅ ରୂପରେ ମାତାଙ୍କୁ ପୂଜା କରାଯାଏ। ମାତାଙ୍କର ଷଷ୍ଠ ରୂପ ହେଉଛି ମାତା କାତ୍ୟାୟନୀ ରୂପ | ମା’ ମହିଷାସୁର ଏବଂ ଶୁମ୍ଭ,ନିଶୁମ୍ଭ ଅସୁରଙ୍କୁ ବଦ୍ଧ କରିଥିଲେ | କାତ୍ୟାୟନ ଋଷିଙ୍କ ଝିଅ ହୋଇଥିବାରୁ ମାତାଙ୍କ ନାମ କାତ୍ୟାୟନୀ |ମାତାଙ୍କୁ ମହିଷାସୁରା ମର୍ଦିନି ମଧ୍ୟ କୁହାଯାଏ। ମାତା କାତ୍ୟାୟନୀ ମହିଷାସୁର ଓ ଶୁମ୍ଭ ନିଶୁମ୍ଭ କୁ ବଦ୍ଧ […]

ପ୍ରମୋଦ ନାୟକ(ଭୁବନେଶ୍ବର):ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତେଦିନେ ମୁହଁ ଖୋଲିଲେ, ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ ଓଡ଼ିଶାବାସୀ ,ସମସ୍ତଙ୍କ ମନରେ ପ୍ରଶ୍ନ କେବେ ବାଜିବ ଦୁନ୍ଦୁଭି ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ। ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ […]

Breaking News

Pin It on Pinterest