ବରଗଡ଼:-୧୪.୯(ନବୀନ ଦାଶ ବାସ୍ତବ ଟିଭି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇର ପାଲି ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର ଓ ସ୍କୁଲ ଚେୟାର ମେନ୍ ସୁଦାମ ଭୋଇ ଙ୍କ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ଛାତ୍ରଛାତ୍ରୀ ମାନେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଟ୍ଟନାୟକ ଏବଂ ଅଞ୍ଜଳି ପ୍ରଧାନ ଙ୍କ ସ୍ଵତନ୍ତ୍ର ତତ୍ତ୍ଵାବଧାନ ରେ […]
Odia News
ଏସ୍.ବାସ୍ତବ: ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା କିମ୍ବା ସାମାନ୍ୟ ଜ୍ୱର ଅନୁଭବ କରୁ କରୁ ଆମେ ଔଷଧ ଖାଉ | ବଟିକା ଗ୍ରହଣ କରିବାର ଏହି ଅଭ୍ୟାସ ଭାରତୀୟମାନଙ୍କ ମଧ୍ୟରେ ସାଧାରଣ ଅଟେ। ଅଧିକାଂଶ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନକରି ଏପରି ଔଷଧ ନିଆଯାଏ | ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତ ହେଉଛି ସେହି ଦେଶ ଯିଏ ବିଶ୍ୱରେ ସର୍ବାଧିକ ଆଣ୍ଟିବାୟୋଟିକ୍ ବଟିକା ଖାଏ। ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ […]
ସଞ୍ଜୟ ଶତପଥୀ(କଟକ) : କଟକ ପୌର ନିଗମର ମେୟରଙ୍କ କାର୍ଯ୍ୟାଳୟରେ ବାଥରୁମ କବାଟକୁ ନେଇ, ଗତ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ ଏକ କବାଟ, ବନ୍ଧ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି।ମାନସ ଚୌଧୁରୀଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ଆମ ସମସ୍ତଙ୍କ ମେୟର, ହେଲେ ବାଥରୁମ କବାଟ ଲଗାଇବା ପାଇଁ […]
ଡ଼.ନବକିଶୋର ମିଶ୍ର ମଙ୍ଗଳଙ୍କୁ ସାହସ ଏବଂ ଶକ୍ତିର କାରକ ବୋଲି ବିବେଚନା କରାଯାଏ | ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି | ମଙ୍ଗଳ ମେଷ ଏବଂ ବିଛା ରାଶିର ଅଧିପତି | ମକର ରାଶିରେ ଏହା ଉଚ୍ଚା ସ୍ଥାନରେ ଉପବେଶନ କରିଥାନ୍ତି ବୋଲି ବିବେଚନା କରାଯାଏ | ବର୍ତ୍ତମାନ ମଙ୍ଗଳ ଗ୍ରହ ବୃଷ ରାଶିରେ ଅବସ୍ଥାନ କରିଛନ୍ତି । ଅକ୍ଟୋବର ୧୬ ରେ, ମଙ୍ଗଳ […]
ଏସ,ବାସ୍ତବ: ଅହମ୍ମଦାବାଦ। ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ରାଜ୍ୟରେ ବିଜେପି ବନାମ AAP ମଧ୍ୟରେ ଯୁଧ୍ୟ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଦିଲ୍ଲୀ ସିଏମ ଅରବିନ୍ଦ କେଜରାୱାଲୀରେ ଏକ କଡା କଟାକ୍ଷ କରିଛନ୍ତି। ଶାହା କହିଛନ୍ତି ଯେ ଯେଉଁମାନେ ସ୍ୱପ୍ନର ବ୍ୟବସାୟ କରୁଛନ୍ତି ସେମାନେ ଗୁଜୁରାଟରେ ସଫଳ ହେବେ ନାହିଁ। ଶ୍ରୀ ଶାହା ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଗାନ୍ଧିନଗରରେ କିଛି ପ୍ରକଳ୍ପର […]
କଟକ(ବାସ୍ତବବ୍ୟୁରୋ): ଓଡିଶାର ପ୍ରତିଷ୍ଠିତ ତଥା ରାଜ୍ୟର ସର୍ବ ପୁରାତନ ଦେଶର ଖ୍ୟାତନାମା ବିଶ୍ଵବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨୦୨୧ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ବିଭିନ୍ନ ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପଦକ ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି ପରିପେକ୍ଷୀର ସ୍ନାତକ କଳା(ଦର୍ଶନ) -୨୦୨୧ପରୀକ୍ଷା ରେ ଦର୍ଶନଶାସ୍ତ୍ର ବିଭାଗରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୁଶ୍ରୀ ବର୍ଷା ବୈଶାଳୀ ଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର […]
ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନା କମ୍ପ୍ଲେକ୍ସ ରେ ରହିଛି ଏକ ଭାରତ ଗେସ୍ ଶାଖା ଦୋକାନ।ଯାହା ଗତ ରାତି ୧୧ଟା ୨୫ ମିନିଟ ସମୟରେ ଗେସ୍ ଟାଙ୍କି ଫାଟି ବିସ୍ପୋରଣ ଘଟି ସମ୍ପୂର୍ଣ ଦୋକାନ ଚୂରମାର୍ ହୋଇ ଉକ୍ତ ଦୋକାନ କୁ ଲାଗି ରହିଥିବା ଦୁଇଟି ମୋବାଇଲ ଓ ସେଲୁନ ଦୋକାନ କ୍ଷତିଗ୍ରସ୍ତ ହେବା ସହ ଉକ୍ତ କମ୍ପ୍ଲେକ୍ସ ର ସିମେଣ୍ଟ କାନ୍ଥ […]
ସଂଜୟ ସତପଥୀ(କଟକ):ସଂପ୍ରତି ପାଶ୍ଚାତ୍ୟ ସଭ୍ଯତାର ମାନ ବର୍ତ୍ତମାନ ର ଯୁବପୀଢିଙ୍କୁ ଆକର୍ଷିତ କରୁଥିବା ବେଳେ ସେମାନଙ୍କୁ ସେହି ଅପସଂସ୍କୁୃତିରୁ ବିରତ କରାଇବା ଓ ବିଶ୍ବର ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ଓ ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ କରିବାର ଅଭିଳାଷ ନେଇ ଆଜି ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକଠାରେ ଶ୍ରୀମଦ୍ ଭାଗବତ ମେଲଣ ର ଆୟୋଜନ କରାଯାଇଥିଲା। ଏହି ମେଲଣ […]
ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ […]


