ସଂଜୟ ଶତପଥୀ(କଟକ): ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଭୁବନେଶ୍ବର ଠାରେ ପ୍ରେସ ମିଟ୍ ମାଧ୍ୟମରେ କିଛି ବିଦ୍ରୋହୀ ସଦସ୍ୟଙ୍କ ଦ୍ବାରା ସମାନ ନାମରେ ନୂଆ ସଙ୍ଗଠନ ଭୁବନେଶ୍ବରଠାରେ କରି ନିଜକୁ ମୂଳ ସଙ୍ଗଠନ କହୁଥିବା ର ପର୍ଦ୍ଦାଫାଶ ହୋଇଥିବା ଉପରେ ତଥ୍ୟ ଓ ରାୟ ର ନକଲ ସାମ୍ବାଦିକମାନଙ୍କୁ ପ୍ରଦାନ ସହ କଟକ ୟୁସିସିସି ହିଁ ପ୍ରକୃତ ଅନୁଷ୍ଠାନ‌ବୋଲି ପ୍ରମାଣ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ। ଏହି […]

ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମୁସଲିମ ସମାଜ ତରଫରୁ ଇଦ୍ ନମାଜ ପାଠ କରି,ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଉଲ୍ଲାସର ସହିତ “ଇଦ୍-ଓଲ-ଫିତର୍ ପର୍ବ ପାଳିତ ହୋଇଯାଇଛି। “ଇଦ୍-ଓଲ-ଫିତର୍ ପର୍ବ “- ଇସଲାମ ଧର୍ମରେ ବିଶ୍ୱାସ କରୁ ଥିବା ମୁସଲିମ୍ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁଖ ପର୍ବ।ପବିତ୍ର ରମଜାନ ମାସ ରେ,ତିରିଶ ଦିନ ନିର୍ଜଳା ଉପବାସ ରହି, ଶେଷ ଦିନରେ ଏହି ପର୍ବ ପାଳନ କରା ଯାଇଥାଏ।ଇସଲାମର ଧାର୍ମିକ ଗ୍ରନ୍ଥ […]

ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି  ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୩: ରାଜନୀତିରେ ହିଂସାର ସ୍ଥାନ ନାହିଁ । ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ।ବାସ୍ତବରେ ରାଜନୀତିରେ ଅପରାଧିକରଣର ସ୍ରଷ୍ଟା […]

ଓଡ଼ିଶାରେ କୃଷି ଭିତିଭୂମିର ବ୍ୟାପକ ବିକାଶ କରିଥିଲେ ଡା.ଦେବେନ୍ଦ୍ର ପ୍ରଧାନ : ମହେଶ୍ୱର ସାହୁବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୫/୦୩: ଓଡ଼ିଶା ବିଜେପିର ବରିଷ୍ଠ ନେତା, ପିତାମହ ତଥା ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଭୁବନେଶ୍ୱରସ୍ଥିତ ବୁଲନ୍ ନନା ସେବା ଭବନରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି […]

ସଂଜୟ ଶତପଥୀ(କଟକ)୨୫.୩.୨୦୨୫: ଆସନ୍ତା ଏପ୍ରିଲ ୧୨ତାରିଖ କଟକ ଠାରେ ହେବାକୁ ଯାଉଥିବା ପେନସନର ମହାସଂଘର ୬ଷ୍ଠ ସମ୍ମିଳନୀକୁ ସଫଳ କରିବାକୁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସି ଡି ଏ ଯୋନର ଏକ ପ୍ରସ୍ତୁତି ସଭା ମାର୍ଚ୍ଚ ୨୪ତାରିଖ ସନ୍ଧ୍ୟାରେ ସେକ୍ଟର -୮ଶିବ ମନ୍ଦିର ପ୍ରାଙ୍ଗଣରେ ଯୋନ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଅସୁସ୍ଥତା ନେଇ ଆସି ପାରିବେନି ବୋଲି ଜଣାଇବା ପରେ ବରିଷ୍ଠ ସଦସ୍ୟ ଶ୍ରୀ […]

ବରଗଡ଼୨୫/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିବା ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ସ୍ବେଚ୍ଛା ସେବୀ ସଂଗଠନ ଜେସିଆଇ ଅତାବିରା ପକ୍ଷରୁ ୧୮ତମ ଶପଥ ଗ୍ରହଣ ସମା ରୋହ ଧୁମ୍ ଧାମରେ ପାଳିତ ହୋଇ ଯାଇଛି। ସମାରୋହରେ ଜେସିଆଇ ଜୋନ୍ -୯ ର ପୂର୍ବତନ ମଣ୍ଡଲାଧ୍ୟକ୍ଷ ହରିଶ୍ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେ ସି ଆଇ ଅତାବିରା ର […]

 ତ୍ୟାଗ, ନିରନ୍ତର ସଂଗ୍ରାମ ବଳରେ ଜନନାୟକ ବନିପାରିଥିଲେ ଡ.ଦେବେନ୍ଦ୍ର ପ୍ରଧାନ : ଶ୍ରୀ ମନମୋହନ ସାମଲ ଓଡ଼ିଶା ରାଜନୀତିରେ ଡ.ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ସବୁଦିନ ପାଇଁ ଅମର ହୋଇ ରହିବ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରଳ ବ୍ୟକ୍ତିତ୍ୱ ବଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ବିପରୀତ ପରିସ୍ଥିତିରେ କାର୍ଯ୍ୟକର୍ତାକୁ ଯୋଡି ସଂଗଠନକୁ ମଜବୁତ କରିବାର ମୂଳଦୁଆ ପକାଇଥିଲେ : ରାଷ୍ଟ୍ରୀୟ […]

 ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ, ଆପ୍ ଦଳର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଡାକ୍ତର, ଅଧିବକ୍ତାମାନଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭ ମାର୍ଚ୍ଚ ୨୦୨୫:ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ […]

ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ବିଚାର ପରିବାର, ସାମାଜିକ ସଂଗଠନ ସମେତ ସହସ୍ରାଧିକ ସମର୍ଥକ ଜଣାଇଲେ ଶ୍ରଦ୍ଧାଞ୍ଜଳୀ ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।ତାଙ୍କ ବିୟୋଗରେ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି । ରାଜ୍ୟ […]

Pin It on Pinterest