ବରଗଡ଼:-୦୧.୦୬.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଭଟଲି ଛକ ୟୁନିୟନ ବ୍ୟାଙ୍କ ର କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ବ୍ୟାଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାଶ ଙ୍କ ସପରିବାର ଉପସ୍ଥିତ ଥିଲେ। ପ୍ରେମଚାନ୍ଦ ଦାଶ ଜଣେ ଅବସରପ୍ରାପ୍ତ ସୈନିକ,ସେ ୧୯୮୩ମସିହାରେ ସୈନ୍ୟ ବିଭାଗ ରେ ଯୋଗ ଦେଇ ୨୦୦୧ ମସିହାରେ ଅବସର ନେଇ ଥିଲେ।ଅବସର ପରେ ୨୦୦୩ ମସିହାରେ ସେ ୟୁନିୟନ ବ୍ୟାଙ୍କ […]

ବରଗଡ଼୧.୦୬.୨୦୨୫(ନବୀନ କୁମାର ଦାଶ):ଶିକ୍ଷା କ୍ରାନ୍ତି ର ମହାନାୟକ ମହାତ୍ମା ଜ୍ୟୋତିବା ଫୁଲେ ଓ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ଜୀବନୀ ଉପରେ ଆଧାରିତ ସିନେମା “ଫୁଲେ ” ବରଗଡ଼ ଦିପାଲି ଟକିଜ ରେ ରବିବାର ସ୍କ୍ରିନିଂ ହୋଇଥିଲା।ଦେଶ ସ୍ୱାଧୀନ ହେବା ପୂର୍ବରୁ ନାରୀ ମାନଙ୍କ ଶିକ୍ଷାର ଅଧିକାର ନଥିବା ବେଳେ ଅନେକ କୁସଂସ୍କାରରେ ସମାଜରେ ଭରି ରହିଥିଲା। ଏହି ସମୟ ରେ ଶିକ୍ଷା ର ଅଧିକାର ହେଉ କି […]

କେନ୍ଦ୍ରାପଡ଼ା(ରାକେଶ ମହାନ୍ତି): ୩୦/୦୫/୨୦୨୫-ଆସନ୍ତା ୨ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ଦେଇଥିବା ଦାୟୀତ୍ବ ସମ୍ପର୍କରେ ବୁଝିବା ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ […]

ବାସ୍ତବବ୍ୟୁରୋ(କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜୁରୁଡି ଠାରେ ଅ।ନ୍ତ୍ରାମ।ନ୍ତା ନିକଟରେ ଏକ ଖଣି ରେ ଗଚ୍ଛିତ ଥିବ। ଲୁହାପଥର କୁ ମେସିନ ଲଗାଇ ଚୋରି କରୁଥିବା ବେଳେ ବାମେବାରି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଗାଡ଼ିକୁ ଜବତ୍ କରିଛି। ଯୋଡ଼ା ଓ ବଡ଼ବିଲ ଅଂଚଳରେ ପ୍ରତ୍ୟେକଦିନ କିଛିନାକିଛି ଚୋରି ହେବାରେ ଲାଗିଛି। ସେହି ଠାରୁ ହାଇୱ। ଲଗାଇ ସେଠାରେ ଗଚ୍ଛିତ ଥିବା ଲୁହାପଥର ବୋଝେଇ କରୁଥିବା ବେଳେ […]

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ । ରାଜ୍ୟ କାର୍ଯ୍ୟାଳୟରେ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ । ବାସ୍ତବବ୍ୟୁରୋ(ଭୁବନେଶ୍ୱର)୩୦/୦୫: ବିଶିଷ୍ଟ ରାଜନେତା, ବିଜେପିର ପ୍ରଥମ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । […]

କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର […]

ବରଗଡ଼(ନବୀନ କୁମାର ଦାଶ):ଗତକାଲି ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ବୈଠକ ସ୍ଥାନୀୟ ଏ ଇ ମିସନ ସ୍କୁଲ ଠାରେ ଡ. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନା ରେ ପଶ୍ଚିମ ଓଡ଼ିଶା ଭାଷା କଳା ଓ ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଆସନ୍ତା […]

ବାସ୍ତବ ବ୍ୟୁରୋ: ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକରଙ୍କର  ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ବୟସ ୭୮ ବର୍ଷ ହୋଇଥିଲା । ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ପାଇଁ ବେଶ୍‌ ଜଣାଶୁଣା। ଯାହାକୁ ସେ ୧୯୬୪ ମସିହାରେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରଫେସର ଫ୍ରେଡ୍ ହୋଏଲେଙ୍କ ସହ ମିଶି ବିକଶିତ କରିଥିଲେ। ଏହି ଥିଓରି ଜରିଆରେ ୧୯୧୫ ମସିହାରେ […]

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ବଦ୍ଧପରିକର: ମନମୋହନ ସାମଲ ମେଡିକାଲ, ଟେକ୍ନିକାଲ ଏବଂ ସ୍କିଲ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ପଛୁଆବର୍ଗର ଦାବି ନେଇ ବିଜେଡି, କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ୫୦ ପ୍ରତିଶତ ସଂରକ୍ଷଣ ସୀମା କୋହଳ ପାଇଁ ଉଚ୍ଚତମ ନ୍ୟାୟଳୟରେ ୨୦୧୭ ମସିହାର ମାମଲାକୁ କାହିଁକି ବିଜେଡି ସଠିକ୍ ଭାବରେ ଲଢ଼ିନଥିଲା? ମୋଦି ସରକାର ଜାତି […]

ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚ ଜମ୍ମୁ ବିମାନବନ୍ଦରରେ ଡ୍ରୋନ୍‌ ମାଡ଼୩ ରାଜ୍ୟର ଏକାଧିକ ସହର ବ୍ଲାକ୍‌ଆଉଟ୍‌ଏସ୍‌-୪୦୦ ସାଜିଲା ଭାରତର ରକ୍ଷା କବଚବାସ୍ତବବ୍ୟୁରୋ: ଏସ୍ ୪୦୦ ଆମ ରକ୍ଷାକବଚ ସାଜିଛି।ରାଜସ୍ଥାନର ପୋଖରାନ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ର ଧୃଷ୍ଟତା କରିଥିବାବେଳେ,ଭାରତର ସୁରକ୍ଷା ବ୍ୟବସ୍ଥା ତାହାକୁ ଆକାଶମାର୍ଗରେ କଡା ଟକ୍କର ସହ ନଷ୍ଟ ‌କରିବାରେ ସଫଳହୋଇଛି। ରାଜସ୍ଥାନର ଫଲୋଦି ବାୟୁସେନା ଘାଟି ଠାରୁ ୨୦ କିମି ଦୂରରେ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ […]

Pin It on Pinterest