ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାଶୁଣା ରାମଲୀଳା ନିର୍ଦ୍ଦେଶକ ତଥା ସ୍ଵର୍ଣ୍ଣପଦକପ୍ରାପ୍ତ ମାରୁତିଶ୍ରୀ ରଣଜିତ ପ୍ରସାଦ ଜେନାଙ୍କୁ ପୁରୀଠାରେ ଆୟୋଜିତ ଶ୍ରୀକ୍ଷେତ୍ର ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ମୂର୍ଚ୍ଛନା ଓ ଓଡ଼ିଶା କଲଚର ଏକାଡ଼େମୀ ପକ୍ଷରୁ ତାଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଭାଇ ମାଡ଼ ମାଥେ ଦେଲା କୀରିଟ,ମୃତ୍ୟୁ ଯଜ୍ଞେ ରାବଣୀ ଓ ପତି ପ୍ରାଣ ଦେଲା ସତୀ ସିନ୍ଦୁର ଆଦି ରାମାୟଣର ବିଭିନ୍ନ ବିଷୟବସ୍ତୁ […]
Odia News
ସଂଜୟ ଶତପଥୀ(କଟକ): ଆଗାମୀ ୭୬ ତମ ସାଧାରଣତନ୍ତ୍ର ଦିବସ କଟକ ଜିଲ୍ଲା ରେ ପାଳନକୁ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଏକ ନୂତନ ନିଷ୍ପତ୍ତି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଗତ ବହୁବର୍ଷ ଧରି ଏହି […]
ବରଗଡ଼-୨/୧( ନବୀନ କୁମାର ଦାଶ): ବର୍ଷ ଆରମ୍ଭ ହୁଏ ଶେଷ ହୁଏ,ପୁଣି ଆସେ ନବବର୍ଷ ଜାନୁୟାରୀ ଏକ୍ ତାରିଖ।ପୂର୍ବ ଦିଗରୁ ନୂତନ ବର୍ଷରେ ଉଦିଆସେ ନୂତନ ସୂର୍ଯ୍ୟ।ସମୟ ଚକରେ କିପରି ଗୋଟିଏ ବର୍ଷ କଟିଯାଏ ଜଣା ପଡେ ନାହିଁ।ନୂତନ ବର୍ଷ ରେ ନୂତନ ଆଶା ଆକାଂକ୍ଷା ନେଇ ଚଳଚଞ୍ଚଳ ହୋଇଉଠେ ମାନବ ସମାଜ। ଅଧୁରା ରହିଥିବା ସ୍ବପ୍ନକୁ ନବ ବର୍ଷରେ ପୂରଣ କରିବା ପାଇଁ ମନେ ଭରିଥାଏ ତାର ଅସୁମାରୀ […]
ବରଗଡ଼:-୨/୧(ନବୀନ କୁମାର ଦାଶ):ମା’ ମାଟିକୁ ମୁକ୍ତ କରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗ କରି ଜୀବନ ବ୍ୟାପୀ ସଂଘର୍ଷ କରିଥିବା ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଇତିହାସ ସମଗ୍ର ଭାରତ ବର୍ଷରେ ବିରଳ ଅଟେ।ତେଣୁ ଘେଁସ ବିରଳ ଇତିହାସର ସଂରକ୍ଷଣ ଆବଶ୍ୟକ ରହିଛି ବୋଲି ଘେଁସ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବୀରତା ଦିବସରେ ମତ ପ୍ରକାଶ ପାଇଛି। ଶହୀଦ ସ୍ମୃତି ସ୍ତମ୍ଭ […]
ସଂଜୟ ଶତପଥୀ: ଗତ ଲୋକସଭାରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମକର୍ତ୍ତା, ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ ର ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ କୁ ସାରା ଦେଶ ତଥା ସମସ୍ତ ରାଜନୈତିକ ଦଳ ନାପସନ୍ଦ କରୁଥିବା ବେଳେ କେନ୍ଦ୍ର ବାମପନ୍ଥୀ ଦଳ ମଧ୍ୟ ସେହି ନାପସନ୍ଦ ରେ ସାମିଲ୍ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ […]
ସଂଜୟ ଶତପଥୀ(କଟକ): କଟକ ର ପୁରାତନ ବିଦ୍ୟାଳୟ ତଥା ଓଡ଼ିଶାର ଶିକ୍ଷା କୁ ସାରା ବିଶ୍ବରେ ପରିଚିତ କରାଇବାର ଲକ୍ଷ୍ୟ ନେଇ କଟକର ଦରଘାବଜାର ଠାରେ ପ୍ୟାରିମୋହନ ଏକାଡେ଼ମୀ ର ପ୍ରତିଷ୍ଠାତା ସ୍ବଃ ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଂସଦର ବରିଷ୍ଠ ଉପ-ସଭାପତି ଅତିରିକ୍ତ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶକ ଡଃ ବିଶ୍ବଜିତ ଘୋଷ ଙ୍କ ସଭାପତିତ୍ବରେ ମହାସମାରୋହରେ ବିଦ୍ୟାଳୟ […]
ସଂଜୟ ଶତପଥୀ: କଟକ ଜିଲ୍ଲା ର ନୂଆ ପାଟଣା ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମବାଦୀ, ସନାତନ ଧର୍ମ ପ୍ରଚାରକ, ଶ୍ରୀରାମ ପ୍ରେମୀ, ଗୋପାଳକୃଷ୍ଣ ରାମଲୀଳା ପ୍ରଚାର ସମିତି ର ସମ୍ପାଦକ ଶ୍ରୀ ଗିରିଧାରୀ ମଲ୍ଲ ଙ୍କ ଶ୍ରଦ୍ଧାଞ୍ଜଳି ସଭା ନୂଆ ପାଟଣାସ୍ଥିତ ତଳସାହି ପଡ଼ିଆରେ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ରାମଲୀଳା ଲେଖକ, ନିର୍ଦ୍ଦେଶକ ଶ୍ରୀ ରଣଜିତ ପ୍ରସାଦ […]
ବରଗଡ଼୨୭/୧୨(ନବୀନ କୁମାର ଦାଶ):ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନର ଶୁଭ ଉଦ୍ଘାଟନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ନିରୂପମା ଷଡ଼ଙ୍ଗୀ,ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର […]
ବରଗଡ଼-୨୭/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନଏସି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼ -ସମ୍ବଲପୁର ୱେ ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଅତାବିରା ନିର୍ବାଚନ ମଣ୍ତଳ ସ୍ତରୀୟ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ସ୍ବର୍ଗତ କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପ ଦ୍ବୀପ ପ୍ରଜ୍ବଳନ ପୁର୍ବକ ଅତାବିରା ବିଜେଡି ସଭାପତି ସିଦ୍ଧାର୍ଥ […]
ଭୁବନେଶ୍ୱର୨୬/୧୨/୨୪:ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଶୋକବାର୍ତ୍ତା ରେ ଶ୍ରୀ ପଟନାୟକ ସ୍ବର୍ଗତ ସିଂହ ଙ୍କୁ ଜଣେ ଦକ୍ଷ ପ୍ରଶାସକ,ପାର୍ଲିଆମେଣ୍ଟାରିଆନ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି। ଦେଶର ଅର୍ଥନୈତିକ ସଂସ୍କାର ର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି।ଏବଂ […]