ସଂଜୟ ଶତପଥୀ(କଟକ): ସାରା ବିଶ୍ବରେ ପରିବେଶ ସନ୍ତୁଳନତା କୁ ନେଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଥିବା ବେଳେ ସଚେତନତା ର ଅଭାବରୁ ସ୍ନାୟୁଗତ ଓ ସ୍ତନ କର୍କଟ ରୋଗ ର ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷ କରି ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ସହରାଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଚେତନତା ର ଅଭାବ ଦେଖାଦେଇଛି। ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଆଜି ରୋଟାରୀ […]

ବରଗଡ଼୨୫/୧୨(ନବୀନ କୁମାର ଦାଶ):ସମାଜ ସେବୀ ଜନକଲ୍ୟାଣ ସଂଗଠନ ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ ର ୩୬ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ ଠାରେ ୨୪.୧୨.୨୦୨୪ ଦିନ ସଭାପତି କିଶୋର ଚନ୍ଦ୍ର ସାହୁ କଣ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗ ଦାନ କରି ସମିତି ଓ ଭିନ୍ନକ୍ଷମ ଶିଶୁ ମାନଙ୍କ ଉନ୍ନତି […]

ବରଗଡ଼୨୪/୧୨(ନବୀନ କୁମାର ଦାଶ):ବ୍ୟସ୍ତ ବହୁଳ ଲୁହୁରାଚଟି- ସମ୍ବଲପୁର ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ପ୍ରାୟତଃ ବରଗଡ଼ ରୁ ସମ୍ବଲପୁର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ।ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ବଳି ପଡ଼ି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ହେଁ ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ରାଜରାସ୍ତା ନିର୍ମାଣ କାରୀ […]

ସଂଜୟ ଶତପଥୀ(କଟକ): କଟକ ର ନାରୀ ସଂଘ ସଦନ ଠାରେ ମହିଳା ସ୍ବାବଲମ୍ବୀ ଅନୁଷ୍ଠାନ ସାଫରନ୍ ର ଅଧ୍ୟକ୍ଷା ଶ୍ରୀମତୀ ଅରୁପା ପରିଜାଙ୍କ ସଭାପତିତ୍ବରେ ଏକ ଫୁଡ୍ ଫେଷ୍ଟିଭାଲ ର ଆୟୋଜନ କରାଯାଇଥୂଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ, ଅଧ୍ୟକ୍ଷ,ଓରଫ୍ରେସ୍, ସମ୍ମାନିତ ଅତିଥି ଭାବେ ଶ୍ରୀ ନିଶିକାନ୍ତ ମିଶ୍ର, ଅଧ୍ୟକ୍ଷ, ଟିମ୍ ଆଡମାର୍କ, ବିଶିଷ୍ଟ ଚିକିତ୍ସକ ଡ.ଅମୀୟ ମହାପାତ୍ର, ମୂଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ […]

ସଂଜୟ ଶତପଥୀ(କଟକ): ଆଜି କଟକ ର ବାଣିପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଜନନେତା ପ୍ରଦ୍ୟୁମ୍ନ ବଳ ସ୍ମୁତି କମିଟି,ଓଡିଶା ପକ୍ଷରୁ ଓଡ଼ିଶା ର ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ, ଦୈନିକ ସମ୍ବାଦପତ୍ର “ପ୍ରଗତିବାଦୀ”ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୁତି ଉତ୍ସବ ମହାସମାରୋହରେ ଡକ୍ଟର ବିଜୟାନନ୍ଦ ସିଂହ, ପ୍ରଫେସର, ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର, କିସ୍ ବିଶ୍ବବିଦ୍ୟାଳୟ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]

ବରଗଡ଼:-୨୦.୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ଦୁର୍ଗା ମନ୍ଦିର ନିକଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅତାବିରା ଏଥେଲେଟିକ ଏସୋସିଏସନ ପକ୍ଷରୁ ଆଜି ଠୁ ତ୍ରି ଦିବସୀୟ ୧୩ତମ ସ୍ବର୍ଗତ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଂଘ ର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ […]

ସଂଜୟ ଶତପଥୀ(କଟକ): କଟକ ର ଓଡ଼ିଶା ରିଜର୍ଭ ପୋଲିସ୍ ଲାଇନ୍ ରେ ଥୂବା ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ କ୍ରୀଡ଼ା ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ଉତ୍ସବ ର ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ମୂଖ୍ୟାଳୟ ର ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ […]

ସଂଜୟ ଶତପଥୀ(କଟକ): ବର୍ତ୍ତମାନ ଓଡିଶାରେ ପ୍ରଚଣ୍ଡ ଶୀତର ଲହରୀ ବୋହୁଥୂବା ବେଳେ ଅସହାୟ,ଗରୀବ ଓ ରାସ୍ତା କଡ଼ରେ ଗୃହ ଶୂନ୍ୟ ଜନସାଧାରଣ ବିନା ଶୀତବସ୍ତ୍ର ରେ ବହୁ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ଏହି କଷ୍ଟ ଦାୟକ ଜୀବନ ଅତିବାହିତ କୁ ହୃଦୟଙ୍ଗମ କରି କଟକ ର ପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ସଭାପତି ଶ୍ରୀ ନିବାସ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ […]

ସଂଜୟ ଶତପଥୀ(କଟକ): ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମହାସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି […]

ବାସ୍ତବବ୍ୟୁରୋ: ନିଶା କବଳରେ ଯୁବପୀଢି। ନଷ୍ଟ ହେଉଛି ଭବିଷ୍ୟତ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ଅବିଭାବକ, ସମାଜ ଓ ସରକାରୀ ଏଜେନ୍ସିକୁ ଚେଷ୍ଟା କରିବା ଉଚିତ। ଯୁବପୀଢିଙ୍କୁ ଏଥିରୁ ବାହାର କରିବା ଦରକାର। ନଚେତ ପରିଣାମ ଖୁବ୍ ଭୟଙ୍କର ହୋଇପାରେ। କୋର୍ଟ କହିଛନ୍ତି ନିଶାରେ ବୁଡିବା […]

Pin It on Pinterest