କେନ୍ଦ୍ରାପଡ଼ା୧୮/୦୭: ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି ପ୍ରଶାସନ । ଉପଯୁକ୍ତ ଅଧିକାରୀଙ୍କଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା ଚଳାଉଥିବାରୁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ଆଜି ଦିନ ୧ଟାଠାରୁ ଏହାକୁ ପ୍ରଶାସନ ସିଲ୍ କରିଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦ୍ଦେଶକ୍ରମେ ଆଜି ପଟ୍ଟାମୁଣ୍ଡାଇ […]
Odia News
ବରଗଡ:-୧୫.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲରାସରା ଗ୍ରାମର ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାହୁ ଙ୍କ ବଡ ପୁଅ ତମ୍ରେଶ କୁମାର ସାହୁ (ଟୁକୁ/୪୨) ଗତ ଜୁଲାଇ ୧୧ ତାରିଖ ଦିନ ନିଜ ପୁଅକୁ ସ୍କୁଲ୍ ଛାଡ଼ି ଫେରିବା ବାଟରେ ଆଉ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପରିବାର ଲୋକେ ଅପେକ୍ଷା ରେ ରହି ଫୋନ୍ ଯୋଗେ ଯୋଗା ଯୋଗ କରିଥିଲେ ହେଁ ରାତ୍ର […]
ସଂଜୟ ଶତପଥୀ(କଟକ): ବାରବାଟୀ ଷ୍ଟାଡିୟମ୍ ସ୍ଥିତ ଇସ୍କଫ୍ ସଭାଗୃହରେ ଭାରତୀୟ ଗଣନାଟ୍ୟ ସଂଘ (ଇପଟା/IPTA)କଟକ ଶାଖାର ୩ୟ ଜିଲ୍ଲା ସମ୍ମିଳନୀ ଇସ୍କଫ୍ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଇପ୍ଟାର ଜାତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହାନ ବିପ୍ଳବୀ ଶ୍ରୀ ଶୈଳେନ୍ଦ୍ର ମୁଖ୍ୟବକ୍ତା ଓ ଜାତୀୟ ପରିଷଦ ସଭ୍ୟ ଶ୍ରୀ ଉପେନ୍ଦ୍ର ମିଶ୍ର ମହୋଦୟ ମୁଖ୍ୟ ଅତିଥି ତଥା କଟକ ଜିଲ୍ଲାର […]
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି। ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର […]
୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି –୧୩ ଆସନରୁ ୫ ଆସନରେ ଆଗୁଆ ଚାଲିଛି କଂଗ୍ରେସ–ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗୁଆ Congress-ପଶ୍ଚିମବଙ୍ଗର ୪ଟି ଆସନରେ ଆଗୁଆ TMC–ମାତ୍ର ଗୋଟିଏ ଆସନରେ ଆଗୁଆ BJP-ପଞ୍ଜାବର ଗୋଟିଏ ଆସନରେ ଜିତିଲା ଆମ୍ ଆଦମୀ ପାର୍ଟି .
କଟକ(ସଂଜୟ ଶତପଥୀ): ନୂଆଦିଲ୍ଲୀସ୍ଥିତ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ସଂଗଠକ ଶ୍ରୀମତୀ ମମତା ସେହେଗାଲ୍ ଙ୍କ ନିର୍ଦ୍ଦେଶରେ ଫାଉଣ୍ଡେସନ ର ରାଷ୍ଟ୍ରୀୟ ଉପ-ସଭାନେତ୍ରୀ ସୁଶ୍ରୀ ପୁଷ୍ପିତା ମହାପାତ୍ର ଙ୍କ ନେତୃତ୍ବରେ ଫାଉଣ୍ଡେସନର ଏକ ପ୍ରତିନିଧି ମଣ୍ଡଳୀ କଟକ ର ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଡାକୁଆ(ଭା.ପ୍ର.ସେ) ଙ୍କୁ ଭେଟି ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାକୁ ବିଚାରକୁ ନେବା ଲାଗି ଅନୁରୋଧ କରିଥିଲ। ଗଣମାଧ୍ୟମ […]
ସଂଜୟ ଶତପଥୀ(କଟକ)୧୨/୭/: ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଶୀତଲ ହୋଟେଲରେ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ରେଭେନସା ବିଶ୍ୱବିଦ୍ଯାଳୟର ପ୍ରାଧ୍ଯାପକ ପ୍ରଫେସର ଶିବବ୍ରତ ଦାସ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ଯରେ ଜନସଂଖ୍ଯା ଦିବସର ତାତ୍ପର୍ଯ୍ଯ ଏବଂ ଜନସଂଖ୍ଯା ସମ୍ବନ୍ଧିତ ବିବିଧ ବିଷୟର ପରିସଂଖ୍ଯାନ ଭିତ୍ତିକ ତଥ୍ଯ ଉପସ୍ଥାପନ କରିଥିଲେ l […]
ସଂଜୟ ଶତପଥୀ(କଟକ): କଟକ ସହର ର ନବୀକରଣ ତଥା ସୈ।ନ୍ଧର୍ଯୀକରଣ ଲାଗି କଟକ ମହାନଗର ନିଗମ ପକ୍ଷରୁ ବହୁ ଗଛ କଟାଯାଇଥିବା ଏବଂ କଟକ ସହରର ପରିବେଶ ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇ ପଡିବାର ଅନୁଭବ କରିବା ପରେ କଟକ ମହାନଗର ନିଗମ ପକ୍ଷରୁ ମାନନୀୟ କମିଶନର ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧ୍ଯକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଏହି ବୈଠକରେ […]
ବ୍ରଜରାଜନଗର(ନି.ପ୍ର): ଓଡ଼ିଶା ପୋଲିସ୍ କୁ ଏକ ବଡ ସଫଳତା ମିଳିଛି। ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ,୧୪ତାରିଖ ସନ୍ଧ୍ୟା ସମୟରେ ଧଳା ସାର୍ଟ ପିନ୍ଧିଥିବ ଏବଂ ମାରଣାସ୍ତ୍ର ସହ ଜନୈକ ଅଜଣା ବ୍ୟକ୍ତି ଗଣ୍ଡଘୋରା ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବ୍ରଜରାଜନଗର ପୋଲିସ୍ କୈାଣସି ଏକ ସୂତ୍ରରୁ ଖବର ପାଇ ସବ୍-ଇନସ୍ପେକ୍ଟର ଶ୍ରୀ ଏମ୍.ପାଣିଗ୍ରାହୀ ସଦଳବଳେ ସେଠାରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରିବା ସହ ତାହା ନିକଟରୁ ଏକ […]
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ)୧୩/୦୭: ଜିଲ୍ଲାର ଉଦୀୟମାନ ପାୱାର ଲିଫ୍ଟିଙ୍ଗ୍ ତାରକା ରୋନିତ୍ ରୋସନ ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ସଦ୍ୟ ସମାପ୍ତ ଜାତୀୟ ପାୱାର୍ ଲିଫ୍ଟିଙ୍ଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରୁଷ ବିଭାଗର ୬୨କେଜି ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।ଏହା ସହ ସ୍କ୍ୱାଟ୍ରେ ୧୭୦ କିଲୋଗ୍ରାମ୍ ଭାର ଉଠାଇ ସେ ନୂତନ […]

 
		 
		 
		 
		 
		 
		 
		 
		 
		 
		
