ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପୂଣ୍ୟତୋୟା ଭାରତବର୍ଷ ପକ୍ଷରୁ ବିଶ୍ବ ମହିଳା ଦିବସ ମହାସମାରୋହରେ ୪୨ ମୈାଜାସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାନେତ୍ରୀ ସୁଶ୍ରୀ ସ୍ବୟଂଶ୍ରୀ ରାୟଙ୍କ ପୈାରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ତୋଷ ଦେବତା ଓ ବନ୍ତେଶ୍ବର ସେବା ସମିତିର ସମ୍ପାଦକ ଶ୍ରୀ ଅମିତାଭ ବିଶ୍ବାଳ ପ୍ରାରମ୍ଭରେ […]
Odia News
ନୂଆଦିଲ୍ଲୀ:ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତ ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି। ଖବର ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡ଼ିଶାରେ ମେଣ୍ଟ ରାଜନୀତି ଜୋର ଧରିଛି। ଗତ ୬ତାରିଖ ଦିନ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀ ଯାଇଥିବାବେଳେ ଦିଲ୍ଲୀରୁ ବଡ଼ ନେତା ଓଡିଶା […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ୦୨/୦୩/୨୦୨୪-ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବ ରାତ୍ରିର ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ବର୍ଷର ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ […]
ଆଦିତ୍ଯ ବେହେରା(ଭୁବନେଶ୍ବର): ୩/୩/୨୦୨୪-ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ସଂଯୋଜିକା ତଥା ସୁସାହିତ୍ଯିକା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ଶ୍ରୀଜଗନ୍ନାଥ ଙ୍କୁ ସମୂହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ମୁଖ୍ୟ […]
ବାସ୍ତବବ୍ୟୁରୋ:ଗାଜାରେ ୬ମାସ ପାଇଁ ଯୁଦ୍ଧ ବନ୍ଦ ରହିବ। ସୁଚନା ଅନୁଯାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ କରିଛନ୍ତି। ପ୍ରସ୍ତାବ ଅନୁସାରେ ଗାଜାରେ ୬ମାସ ପାଇଁ ଯୁଦ୍ଧ […]
ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ […]
ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି […]
ଆଦିତ୍ଯ ବେହେରା(ଭୁବନେଶ୍ୱର) :ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ ବୃଦ୍ଧି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ ଯୋଜନାରେ ଉପକୃତ ହେଉଛନ୍ତି । ସୂଚନାଯୋଗ୍ୟଯେ, ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଜିଲ୍ଲା […]
ନୂଆଦିଲ୍ଲୀ: ଚୀନ୍ ରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ମୁମ୍ବାଇ ବନ୍ଦରରେ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଭାରତର ଦାବି ଯେ,ଏହି ଜାହାଜରେ ପରମାଣୁ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ରହିଛି। ଏହାର ଜବାବ ପ୍ରତିକ୍ରିୟାରେ ପାକିସ୍ତାନ ପକ୍ଷରୁ ପ୍ରକାଶ ପାଇଛି କି, ଏହି ଜାହାଜରେ କୌଣସି କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ନାହିଁ । ପରମାଣୁ ଏବଂ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ଥିବା ଭାରତୀୟ ଦାବିକୁ […]
ସଂଜୟ ଶତପଥୀ(କଟକ):ବହୁ ପ୍ରତିକ୍ଷା ପରେ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।ରୁପା ତାରକସୀକୁ ଜିଆଇ ଟ୍ୟାଗ୍ ମିଳିବା ଖବର ପାଇବାପରେ କାରିଗରଙ୍କ ମଧ୍ୟରେ ଖୁସିର ଲହର ଖେଳିଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି କଟକର ରୂପା କାରୀଗର ଆଶା […]


