ଦଶପଲ୍ଲା : ମାଟିତଳୁ ବାହାରିବ ଗଦା ଗଦା ସୁନା ଓ ବହୁତ ବଡ ସୁନା କଳସ । ଏଇ ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା ଓ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି । କାଳେଶିକଂ ନିର୍ଦ୍ଦେଶ କ୍ରମେ ଦିଆଗଲା ବୋଦା ଓ କୁକୁଡ଼ା ବଳୀ । ଏହାପରେ ଆରମ୍ଭ ହେଲା ସୁନା ଓ ସୁନା କଳସ ପାଇଁ ଖୋଳତାଡ । ହେଲେ ଏଭଳି ଅନ୍ଧ ବିଶ୍ବାସ ପୂର୍ଣ୍ଣ କାର୍ଯ୍ୟକୁ ବିରୋଧ କଲେ […]
Odia News
ସଂଜୟ ଶତପଥୀ(କଟକ)ତା୫।୭ : ଆଜିର ଆଧୁନିକ ସମାଜରେ ମଣିଷର ହାତ ପାହାନ୍ତାରେ ସବୁ ସୁଖ ସୁବିଧା ଥାଇ ମଧ୍ୟ ସେ ବେଳେ ବେଳେ ନିଜକୁ ଏକୁଟିଆ ମନେକରୁଛି । ମଣିଷ ହୋଇ ମଧ୍ୟ ମଣିଷ ସାଙ୍ଗରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ସଦା ସର୍ବଦା ଆଧୁନିକ କଥା କୁହା ଯନ୍ତ୍ର ମୋବାଇଲରେ ମଜିରହୁଛି । ଯାହା ଫଳରେ ସେ ତାର ସୁଖ ଆଉ ଦୁଃଖକୁ କାହା ସହିତ […]
ବରଗଡ(ନବୀନ ଦାଶ): ବରଗଡ଼ ଜିଲ୍ଲା ଅତାବିରା ମଧ୍ୟଦେଇ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ଲୁହୁରା ଚଟି-ସମ୍ବଲପୁର ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ରାଜରାସ୍ତାରେ ନିଇତି ଛୋଟ ବଡ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ମୁଣ୍ଡ ପରେ ମୁଣ୍ଡ ଗଡି ମୂଲ୍ୟବାନ ଜନ ଜୀବନ ନଷ୍ଟ ହେବାରେ ଲାଗିଛି।ଏହି ରାସ୍ତା ଟି ବ୍ୟସ୍ତ ବହୁଳ ହେବା ସହ ଟ୍ରାଫିକ […]
ନିରଞ୍ଜନ ବସ୍ତିଆ(ନିଶ୍ଚିନ୍ତକୋଇଲି): ଗତକାଲି ବିଳମ୍ବିତ ରାତିରେ ସାଲେପୁର ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ କୌଣସି ସୂତ୍ରରୁ ଖବର ଅବକାରୀ ବିଭାଗ ନେମାଳ ଥାନା ଗୋପିନାଥପୁର ଗାଁ ର ସୁଦାମ ଚରଣ ସିଂହ ତିନୋଟି ବସ୍ତାରେ ୬୨ କିଲୋ ଗଞ୍ଜେଇ ସ୍ଥାନୀୟ ଅଂଚଳକୁ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ […]
ବ୍ରଜବିହାରୀ ଶଢଙ୍ଗୀ(ଞ୍ଜନଗର): ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମା ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବାଲିପଦର ନିକଟ ପୋଚାଲୁଣ୍ଡି ଗ୍ରାମରେ l ପରିବାର ଲୋକେ କହିବା ଅନୁସାରେ ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋଇ ମନ୍ଦାର ଗ୍ରାମର ଆରତୀ ବିଶୋଇ (23)ଙ୍କୁ ବୈଦେହିକ ନୀତିରୀତିରେ ଗତ ତିନିବର୍ଷ ହେବ ବିହାହ କରିଥିଲେ l ବିବାହର କିଛି […]
ସଂଜୟ ଶତପଥୀ(କଟକ): କଟକ ର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ସଭାଗୃହରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଓ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବହୁତ ଦିନ ଧରି ମହାନଗର ନିଗମ ଦ୍ବାରା ଉପେକ୍ଷିତ ପ୍ରକୃତ ହିତାଧିକାରୀମାନଙ୍କୁ ଭତ୍ତା ସମ୍ବଦ୍ଧୀୟ କାଗଜପତ୍ର ଓ ଭତ୍ତା ପୁସ୍ତକ ବଣ୍ଟନ କରାଯାଇଛି। ବିଗତ ଦିନରେ କଟକ ମହାନଗର ନିଗମରେ ଭୂତ […]
କଟକ୨୨।୦୬(ନି.ପ୍ର):ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । ପ୍ରାମ୍ଭରରେ ଶିଖରପୁରର ଅଗ୍ରଣୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ଓମ ସାଇ କଳକେନ୍ଦ୍ରର ସମ୍ପାଦିକା ପୁଷ୍ପିତା ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କମିଟିର ଆବାହକ ସଞ୍ଜୟ […]
କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର […]
ବାସ୍ତବବ୍ୟୁରୋ: ତାମିଲନାଡ଼ୁର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ମହିଳା ପୁଲିସ୍ ଆଇପିଏସ୍ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବ୍ରୁଆରୀ […]


