ଆଦିତ୍ଯ ବେହେରା(ଭୁବନେଶ୍ବର): ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ଭଳି ଅନେକ ଭକ୍ତି ଭାବର ଭଜନର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଆଉ ନାହାଁନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାଇ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି […]
Odia
ବରଗଡ:(ନବୀନ କୁମାର ଦାଶ):୧/୪-ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଥମ ଦିନୋତ୍ସବ,ଉତ୍କଳ ଦିବସ ତଥା ନୂତନ ଭାବେ ନବମ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏହି ଶୁଭ ମୂହୁର୍ତ୍ତ ରେ ମୁଖ୍ୟ ଅତିଥି କାଦେବାହାଲ ମହା ବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ମାନଭଞ୍ଜନ ପୁରୋହିତ,କାଦୋବାହାଲ ମହା ବିଦ୍ୟାଳୟ ର ପାଠାଗାର ପ୍ରମୁଖ ଶାନ୍ତନୁ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ […]
ବୋଲମାନୁନି ଅପରାଜିତାଙ୍କ ତୁଣ୍ଡ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମ୍ବିତୋଫାନ। ପ୍ରଶାନ୍ତ ଜଗଦେବ ଓ କାଳୁ ଖଣ୍ଡାୟତରାୟଙ୍କ ମଧ୍ଯରେ ଦୋନ୍ଦ। ଆଦିତ୍ଯ ବେହେରା(ଭୁବନେଶ୍ବର): ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ […]
ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ରେ ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳଙ୍କ ନାଁ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ନୈରାଶ୍ୟତା, ଏକ ବିଦ୍ରୋହାତ୍ମକ ରୂପ ନେଇଛି। ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଏକ କଣ୍ଠସ୍ୱର ର ନକଲ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏହି ବିଷୟକୁ ନେଇ ଜନମତ ସଂଗ୍ରହ ଅବସରରେ ଜନସାଧାରଣଙ୍କ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ନିର୍ବାଚନ ଆସିଲେ ଦେଶରେ ର ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭହୁଏ। ଏଥର ଆମ ରାଜ୍ୟରେ ମିଛ ମେଣ୍ଟ ହାଲ୍ଲାର କିଛିଦିନ ଡିଆଁ ଡେଇଁ ବନ୍ଦ ହୋଇ ଥିଲା,ହେଲେ ଏଇ ଦୁଇ ଚାରିଦିନ ଭିତରେ ଯୋର ଧରିଛି ଦଳ ଛଡା ରୋଗ। ଏହି ପରିପେକ୍ଷୀରେ, ଆଜି ସକାଳ ପାଖାପାଖି ୧୦ଟା ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ।ବିଜେଡିରୁ ଇସ୍ତଫା ଦେବାର ୨ […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ଥର ନିର୍ବାଚିତ ବିଧାୟକ ତଥା,ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଧନେଶ୍ୱର ମାଝୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ […]
ସଂଜୟ ଶତପଥୀ(କଟକ): ଚୌଦ୍ବାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ଥିବାରୁ,ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।ଏହି ଅବସରରେ ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ […]
ନବୀନ ଦାଶ(ବରଗଡ):୩୦/୩-ବରଗଡ଼ କାଳି ମନ୍ଦିର ସ୍ଥିତ ଏ ଟି ଏମ ପାଖରେ ଅସହାୟ ଅବସ୍ଥାରେ ଏକ ମହିଳା ପଡିଥିବା ଖବର ନିଷ୍ଠା ପରିବାର ପାଇ, ନିଷ୍ଠା ପରିବାର ର ମହିଳା ସଦସ୍ୟା ସୂତପା ଗଡତୀଆ ଓ ସହ ସମ୍ପାଦକ ସଙ୍କେତ ଆଠଘରା ପହଞ୍ଚି ତୁରନ୍ତ ତାଙ୍କୁ ଏକ ଟେମ୍ପୁ ଯୋଗେ ଖେଦାପାଲି ଡାକ୍ତରଖାନା କୁ ପଠେଇ ଥିଲେ। ତାଙ୍କ ଘର ବାନ୍ଦୁ ଟିକ୍ରା ବରଗଡ଼ କହୁଥିବାବେଳେ ନିଜ ର ନାଆଁ […]
ନବୀନ ଦାଶ(ବରଗଡ):-୩୦/୩ ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଶତାୟୁ ବର୍ଷ ର ଟୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରହଲ୍ଲାଦ ମେହେର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ମୁଖ୍ୟ ବକ୍ତା ଭାବେ କଳାପାଣି ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମୋହନ ସାହୁ,ସମ୍ମାନିତ ଅତିଥି ଭାବେ […]
ନର୍ଲା ୨୯/୦୩/୨୪ (ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ରୁ ଚାରୋଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ […]


