ସଂଜୟ ଶତପଥୀ(କଟକ): ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡା ଓଡିଶା ବାର୍ କାଉନ୍ସିଲ, କଟକଠାରେ ଏକ ଦାବୀପତ୍ର ଦେଇଛନ୍ତି। ଏହି ଦାବୀପତ୍ରରେ ସେ ଆଇନଜୀବୀ ମାନଙ୍କ ଲାଇସେନ୍ସ ତଥା ସଦସ୍ଯତା ବାବାଦକୁ ନିଆଯାଉଥିବା ଅର୍ଥକୁ କମ୍ କରିବାକୁ ଦାବୀ ରଖିଛନ୍ତି। ଅନ୍ୟ ରାଜ୍ଯରେ ନିଆଯାଉଥିବା ଲାଇସେନ୍ସ ଫି ଅପେକ୍ଷା ଓଡିଶାର ଲାଇସେନ୍ସ ଫି ବହୁତ ଅଧିକ, ଆଇନ୍ ଶିକ୍ଷା ସମାପ୍ତ କରି ନୁତନ ଭାବେ ଆଇନଜୀବୀ ଭାବେ ସଦସ୍ୟତା ବାବଦକୁ […]
Odia
ନବୀନ ଦାଶ(ବରଗଡ଼):-(୭.୮)ଚାରିଆଡେ଼ ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ କରିବାକୁ ଯାଇ ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଛୋଟ ରୁ ବଡ ଅଧିକାରୀ ତଥା ସରକାରୀ ମୁଣ୍ଡ ମାନଙ୍କୁ ସରକାର ଖଞ୍ଜି ଦେଇଛନ୍ତି। ହେଲେ ଫାଇଭ୍-ଟି ସ୍କୁଲ ଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଦିନକୁ ଦିନ ନୂଆଁ ନୂଆଁ ଘଟଣା ମାନ ଘଟି ଯାଉଛି । କେଉଁଠି ଗଛ କାଟି […]
ସଂଜୟ ଶତପଥୀ(କଟକ): ୧/୮- ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି […]
ସଂଜୟଶତପଥୀ(ଡି.ସି କଟକ):ବିଲରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ଦେହାନ୍ତ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଅପରାହ୍ନରେ କୁଳମଣି ନିଜ ଚାଷଜମିରେ କାମ କରୁଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଥିଲା, ହଠାତ ବଜ୍ରପାତ ହେବାରୁ ସେଠାରେ ପଡ଼ିଯାଇଥିଲେ । […]
ସଂଜୟ ଶତପଥୀ(କଟକ): କଟକ ଡିଷ୍ଟ୍ରିକ୍ଟ୍ ଟାଟା ମାଜିକ୍ ଅଟୋ ଆସୋସିଏସନ୍ (ସ୍କୁଲ ଗାଡ଼ି ସଂଘ) ର ୮ମ ବାର୍ଷିକୋତ୍ସବ ସ୍ଥାନୀୟ ବିଡାନାସୀ ମଣ୍ଟେଶ୍ବରୀ ଗଡା, ସେକ୍ଟର -୧୦,ସି.ଡି.ଏ, କଟକ ଠାରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ତୋଫାନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍, ସମ୍ମାନୀୟ ଅତିଥି ଭାବେ କଟକ […]
ଆଦିତ୍ଯ ବେହେରା(ଭୁବନେଶ୍ବର):ଆଜି ସଂନ୍ଧ୍ଯାରେ ରାଜଶ୍ରୀ ପରିବାରର ବରିଷ୍ଠ ସଦସ୍ୟ,ବିଶିଷ୍ଟ ଅନୁବାଦକ ତଥା ସୁନାମଧନ୍ୟ ଗାଳ୍ପିକ ଅଭିରାମ ମଣ୍ଡଳଙ୍କର ଗଳ୍ପ ସଂକଳନ “ପରାହତ ନାୟକ ” ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ ସାହିତ୍ୟିକ ତଥ ଲବ୍ଧପ୍ରତିଷ୍ଠ କଥାକାର,କବି ଅଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ। ରାମାଂଶୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି […]
ସଂଜୟଶତପଥୀ(କଟକ):ତା ୧୬୵୭-ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ୍ ଆହ୍ୱାନ ରେ ଓଡିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମାନଙ୍କୁ ସ୍ଥାନୀୟ ପେନସନରସ ମାନେ ସାକ୍ଷାତ କରି ସେମାନଙ୍କ ସମସ୍ୟା ଅବଗତ କରାଇବା ପାଇଁ ନିଷ୍ପତ୍ତି ପରିପ୍ରେକ୍ଷୀରେ କଟକ ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କୁ ସନ୍ଧ୍ୟାରେ କଟକ ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା ଓ ସଙ୍ଘର ଉପସଭାପତି ସୁକାନ୍ତ କୁମାର ସ୍ବାଇଁ ସାକ୍ଷାତ ଆଲୋଚନା ସହ […]
ପ୍ରମୋଦ ନାୟକ(ଭୁବନେଶ୍ବର): କ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ […]
ବରଗଡ଼(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ-୯ ଲାଦେର ପାଲି ବସ୍ତି ସ୍ଥିତ ଆଇଓ ସିଏଲ୍ କଲ୍ୟାଣ ମଣ୍ଡପ ଠାରେ ଗ୍ରାମର ସ୍ବର୍ଗତ ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସରରେ ଲାଦେର ପାଲି ଯୁବ ସମାଜ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଗ୍ରାମର ଯୁବ ତଥା ପୁରୁଷ ମାନଙ୍କ ସହ ୪ଜଣ ମହିଳା ନନ୍ଦିନୀ ଗଡତିଆ,ବବ୍ ଲି […]


