ଦିପକସାହୁ(କଳାହାଣ୍ଡି): କଲମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କଲମପୁର ମିନିଷ୍ଟାଡିଅମରେ ମହାସମାରୋହ ରେ ଉଦଯାପିତ ହୋଇଯାଇଛି l ପୂର୍ବାହ୍ନ ୯ ଟାରେ କଲମପୁର ଲଙ୍କେଶ୍ୱରୀ ମନ୍ଦିର ରେ ପୂଜା କରି ମଶାଲ ଜଳାଇ ଯାତ୍ରା ଆରମ୍ଭ କରାଯାଇଥିଲା l ପ୍ରଥମେ ଏହି ମଶାଲ କୁ କଲମପୁର ସମିତି ଅଧ୍ୟକ୍ଷା ମୋତୀ ବିହାରୀ ଗ୍ରହଣ କରିଥିଲେ l ପରେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା […]
Odia
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୧-୧-୨୦୨୨:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ବୃହତ ରୁଣ ମେଳା ସ୍ଥାନୀୟ ଚାନ୍ଦବାଲି ମା କାଳୀ ପଡ଼ିଆରେ ଅନୁଷ୍ଟିତ ହୋଇ ଯାଇଛି । ଏହି ରୁଣ ମେଳାରେ ମୁଖ୍ୟ ଅତିଥି ଭାବରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟାମୋକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ସିଧେଶ୍ଵର ବଳିରାମ ବୋନ୍ଦର , ବିଡିଓ ଯୋତି ବିକାଶ ଦାସ ,ଏନ ଏସି […]
ରାକେଶ ମହାନ୍ତି(ପାଟକୁରା): ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ, ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବନ୍ଧୁମିଳନର ଆଢୁଆଳେ ଶକ୍ତି ପ୍ରଦର୍ଶନ । ତୀକନପୁର ପଞ୍ଚାୟତ ରେ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ସମର୍ଥକ ଙ୍କ ସହ ବିଜୟ ମହାପାତ୍ର ରୋଡ ଶୋ କରି ବିରାଟ ଶୋଭାଯାତ୍ରାରେ ସଭାରେ ଯୋଗ ଦେଇଥିଲେ ।ଏହି ସଭାରେ ବିଜୟ ମହାପାତ୍ର ଆଗାମୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ କେଉଁ ଆଦିମ ଯୁଗରୁ।ଶିକ୍ଷା ଗ୍ରହଣ ପରେ ଛାତ୍ରଟିଏ ବିଶ୍ୱକଲ୍ୟାଣ ପାଇଁ ନିଜକୁ ବିଭିନ୍ନ ଦିଗରେ ନିୟୋଜିତ କରିଥାଏ ସତ,ମାତ୍ର ଭୂଲି ନ ଥାଏ ନିଜ ଜନ୍ମଦାତ୍ରୀ ,ଜନ୍ମଭୂମି , ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ପିଲାଦିନର ସହପାଠୀଙ୍କୁ । ସେହି ସ୍ମୃତିକୁ ମନେପକାଇ ଚାନ୍ଦବାଲି ବ୍ଳକର ମତୋ କଲ୍ୟାଣ ମଣ୍ଡପ ଠାରେ ମତୋ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ […]
ସଂଜୟ ଶତପଥୀ(କଟକ): ସଂପ୍ରତି ଭାରତବର୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଆଗାମୀ ଦିନରେ ଦେଶବାସୀ ବହୁ ସଙ୍କଟର ସମ୍ମୁଖୀନ ହେବା ସହ ବିଶେଷ କରି ଘୋର ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହେବେ। ଜଣାଯାଏ ଯେ ଆମଦେଶର ପରିସୀମା ଅନୁଯାୟୀ ଆକଳନ କଲେ ଜନସଂଖ୍ୟା ହୂ ହୂ ହୋଇ ବଢ଼ିବାରେ ଲାଗିଛି।ଏହି ବୃଦ୍ଧିକୁ ରୋକ୍ ଲଗାଇବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା […]
ନୂଆଦିଲ୍ଲୀ: BSNLଏୟାରଟେଲ ଓ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ: ସରକାରୀ ଟେଲିକମ୍ କମ୍ପାନୀ BSNL ଏପ୍ରିଲ୍ ୨୦୨୪ ସୁଦ୍ଧା 5G ସେବା ଆରମ୍ଭ କରିବ |ଏୟାରଟେଲ ଏବଂ ଜିଓ ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ‘ଭାରତ ସଞ୍ଚାର ନିଗମ ଲିମିଟେଡ୍’ (ବିଏସ୍ଏନ୍ଏଲ୍) ମଧ୍ୟ ଏହାର 5G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା […]
ସଂଜୟ ଶତପଥୀ(କଟକ): ଆଜି କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀ ଙ୍କ କାର୍ଯ୍ୟକ୍ରମ ଅବସରରେ କଟକ ନଗର ଭାଜପା ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ପାଳକ ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହୋଦୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ଦୁଇଟି ଅଲଗା ବୈଠକ ନେଇଥିଲେ। କଟକ ନଗର ସଭାପତି […]
ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା […]
ବାସ୍ତବବ୍ୟୁରୋ : ବିଶ୍ଵର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି | ଅନେକ ଜିନିଷ ଉପରେ ଶୂନ ଟ୍ୟାକ୍ସ କିମ୍ବା ବହୁତ କମ୍ ଟ୍ୟାକ୍ସ ଅଛି ଯାହା ଲୋକଙ୍କୁ ଆକର୍ଷିତ କରିଥାଏ | କିନ୍ତୁ ବର୍ତ୍ତମାନ ଦୁବାଇ ମଦ’ ଉପରେ ରହିଥିବା ୩୦ ପ୍ରତିଶତ ଟିକସ ଉଠାଇ ଦେଇଛି । କେବଳ ଏତିକି ନୁହେଁ, ଯେଉଁମାନେ ମଦ ଲାଇସେନ୍ସ ନେଉଥିଲେ […]
ଭୁବନେଶ୍ୱର(ପ୍ରମୋଦ ନାୟକ): ସମସ୍ତେ ନୂଆ ବର୍ଷ ଅପେକ୍ଷାରେ ଆଜି ବିଦାୟ ନେବ ୨୦୨୨ । ସମସ୍ତଙ୍କର ଅପେକ୍ଷା ଜିରୋ ନାଇଟ୍ ସେଲିବ୍ରେଶନକୁ ।ସ୍ବାଗତ କରିବେ ୨୦୨୩(ନୂଆବର୍ଷ)କୁ। ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ […]


