ବରଗଡ଼୧୯.୦୭(ନବୀନ କୁମାର ଦାଶ):ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ପ୍ରମୁଖ କର୍ମକର୍ତ୍ତା ଆଜି ବରଗଡ଼ ପୋଲିସ ଏସ.ପି ପ୍ରହଲ୍ଲାଦ ସହାୟ ମିନା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦୀର୍ଘ ୨୦୧୯ କରୋନା ସମୟରୁ ଅଧିକାଂଶ ଥାନl ରେ ପୋଲିସ ପରିଚୟ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ର ପ୍ରତିବାଦ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ର ଆଇନ ସୃଶୁଙ୍ଖଳା ସହ […]
odianews
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶଙ୍କ ସଭାପତିତ୍ବରେ ଏକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ରୋଟ୍ରାକ୍ଟ କ୍ଲବ ର ସଭାପତି ମିସ୍ ରୋଜାଲିନ ଦାଶ ଅଙ୍ଗ ଦାନର ଗୁରୁତ୍ବ ବିଷୟରେ ସୂଚିତ କରିବା ସହିତ ଏ ବିଷୟ କୁ ନେଇ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସ କୁ ଦୂର କରିବା ପାଇଁ ସତେତନାତ୍ମକ ପ୍ରୟାସକୁ ଜାରି […]
ବରଗଡ଼୧୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ମଧ୍ୟ ଦେଇ ଭେଦ କରି ଯାଇଥିବାବେଳେ ଚାରି ଥାକିଆ ବରଗଡ଼-ସମ୍ବଲପୁର ୱେ ଅତାବିରା ରେ ରହିଛି ଏନ୍ଏସି ତଥା ବ୍ଲକ ସହ ରାଜରାସ୍ତା ଲକ୍ଷାଧିକ ଲୋକଙ୍କ ଏକ ମାତ୍ର ନିର୍ଭର ଶୀଳ, ତଥା ଲୋକଙ୍କ ପ୍ରାଣ କେନ୍ଦ୍ର ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ଅଞ୍ଚଳରେ ରେଫର୍ ଡାକ୍ତର ଖାନା ଭାବେ ବେଶ୍ ପରିଚିତ। […]
‘ଅସ୍ତିତ୍ୱ ବଜାୟ ରଖିବା ଓ ନ୍ୟୁଜରେ ରହିବା’ ହେଉଛି ଉଭୟ ଦଳର ପ୍ରକୃତ ଉଦ୍ଦେଶ୍ୟ ନିଜ ନିଜ ଶାସନ କାଳରେ ‘କଂଗ୍ରେସ ଏବଂ ବିଜେଡି’ ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା […]
କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]
ବରଗଡ଼/ପଦ୍ମପୁର୧୪/୦୭(ନବୀନ କୁମାର ଦାଶ): ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ […]
ବରଗଡ଼୧୪/୦୭(ନବୀନ କୁମାର ଦାଶ):ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ବରଗଡ ସହରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରଗଡ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ବିଭିନ୍ନ ସାମାଜିକ ସଂଗଠନ,ରାଜନୈତିକ ଦଳ ର ପ୍ରତିନିଧି,ସରକାରୀ ଅଧିକାରୀ, ବୁଦ୍ଧିଜୀବୀ,ଯୁବ ସଂଗଠନ, ମହିଳା ସମିତି ର ପ୍ରତିନିଧି ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ବରଗଡ଼ […]
କଂଗ୍ରେସ ସମୟରେ ଛବିରାଣୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ, ଦିଲ୍ଲୀର ନୈନା ସାହାଣୀ ଭଳି ଘଟଣା ଘଟିଥିଲା ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ଘଟଣା ଘଟିବାର ୬ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ହୀନ ରାଜନୀତି କରୁଛି କଂଗ୍ରେସ ମୁଖ୍ୟମନ୍ତ୍ରୀ ଏମ୍ସ ହସ୍ପିଟାଲ ଯାଇ ଡାକ୍ତରଖାନା କର୍ତୁପକ୍ଷଙ୍କ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟ କରିଛନ୍ତିଭୁବନେଶ୍ୱର(ନି.ପ୍ର)୧୪/୦୭: […]
ବରଗଡ଼/ବରପାଲି୧୨/୦୭(ନବୀନ କୁମାର ଦାଶ): ଗୁରୁ ପୂର୍ଣ୍ଣିମା ଦିନ ନାଟ୍ୟ ମହର୍ଷି ତଥା ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ଭାଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉତ୍ସବ ଭଗବାନ ସାହୁ ସ୍ମୃତି କମିଟି ଓ ଶ୍ରୀ ଶ୍ରୀବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ତରଫରୁ ବରପାଲି ଗଙ୍ଗାଧର ସ୍ମୃତି ଭବନ ପରିସର ଗଙ୍ଗାଧର କ୍ଲବ ଠାରେ ମହା ସମାରୋହରେ ଡ.ସୁବଳ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ପରିଚୟ ଓ […]
ବରଗଡ଼୧୨/୦୭(ନବୀନ କୁମାର୍ ଦାଶ):ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବ କଳେବର ଅଫିସ ଗୃହ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ କରକମଳ ରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଲ୍ପନା ମାଝୀ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହା ସଂଘ ସଭାପତି ପ୍ର: ଟହଲୁ ସାହୁ,ବରଗଡ଼ ସଂଘ ସଭାପତି ପ୍ରମୋଦ ଝାଙ୍କର,ସଂପାଦକ ଗୋବିନ୍ଦ ଦାଶ,ଉପ ସଭାପତି ନିର୍ମଳ କିଶୋର କର ମଞ୍ଚାସୀନ […]


