ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ […]

କେନ୍ଦ୍ରାପଡ଼ା(ନି.ପ୍ର): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମୂର୍ଚ୍ଛନା ଭଜନ ମଞ୍ଚ ର କଳାକାର ମାନେ ଚିତା କର୍ଶକ ଭଜନ ପରିବେଷଣ କରିଥିଲେ। ପ୍ରାରମ୍ଭରେ ମୂର୍ଚ୍ଛନା ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସମସ୍ତ କଳାକାର ମାନଙ୍କ […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଅମା ନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟ ରତ ୪୨ ଜଣ ଓଏଏସ ଅଧି କାରୀ ଏବଂ ୨୨ ଜଣ ଓଆର ଏସ ଅଧିକାରୀଙ୍କୁ ମିଶାଇ ସମୁ ଦାୟ ୬୫ ଜଣ ଅଧିକାରୀ ଆଜି ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର […]

୨୯ରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ।ଭୁବନେଶ୍ୱର(ନି.ପ୍ର)୨୮/୦୬: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ […]

କୁୱେତ :- ଶରୀରକୁ ସୁସ୍ଥ ତଥା ମନକୁ ସ୍ଥିର ରଖିବା ନିମନ୍ତେ ଯୋଗ ଏକ ରାମବାଣ ପ୍ରକ୍ରିୟା ଅଟେ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅହିତକର ପରିବେଶ, ପ୍ରଦୂଷଣ ତଥା ବିଗିଡି ଯାଇଥିବା ଦିନଚର୍ଯ୍ୟା ଯୋଗୁଁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହାଦ୍ୱାରା କମ୍ ବୟସରୁ ଚିନ୍ତା, ଅବସାଦ ଓ ଉଦାସୀନତା ନିତି ଦିନିଆ କଥା ହୋଇଗଲାଣି । ଏଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ହିଁ […]

ଦିପକ ପୃଷ୍ଠି(ରାୟଗଡ଼ା) : ଅଖଣ୍ଡ ଓଡ଼ିଶା ମିଶନ ଓ ଏହାର ମୁଖପତ୍ର ଐକତାନ ତରଫରୁ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀଯୁକ୍ତା କୃଷ୍ଣା ମହାନ୍ତି ଉଦ୍ଘାଟିକା, ପ୍ରାକ୍ତନ ନ୍ୟାୟମୂର୍ତ୍ତି ଶ୍ରୀ ଅରୁନ କୁମାର ପରିଚ୍ଛା ମୁଖ୍ୟ […]

ବରଗଡ଼୨୩/୦୬/(ନବୀନ କୁମାର ଦାଶ):ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରି ସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ […]

ଦିପକ ପୃଷ୍ଠି(ରାଇଗଡା): ମୁଁ ଆପାଲାସ୍ୱାମୀ କାଡ୍ରାକା, ଆପଣ ମାନେ କରିଥିବା ବିଶ୍ୱାସର ବର୍ଷ । ଆଶା ଓ ଭରଷାର ଗୋଟିଏ ବର୍ଷ । ଭଲ ପାଇବାର ଗୋଟିଏ ବର୍ଷ ବିତିଛି । ଆଦିବାସୀ କନ୍ଧ ସମ୍ପ୍ରଦାୟରେ ମୋର ଜନ୍ମ । ଏହି ମାଟି ସ୍ୱାଭିମାନର ମାଟି।କିନ୍ତୁ ଡାକ୍ତର, ପିଣ୍ଢା ଏବଂ ଶ୍ମସାନ ଘାଟରେ ମୋ ଜିଲାର ଲୋକେ ହାରିଯାଆନ୍ତି । ସେହି ସ୍ଥାନରେ ମୋ ମାଁ ଭଉଣୀଙ୍କ ସହ ଠିଆ […]

ଲୋଇସିଂହା(ନି.ପ୍ର)୨୩/୦୬/୨୦୨୫: ଗତକାଲି   ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ସୁର ସଙ୍ଗମ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଲୋଇସିଂହା ଆଇ.ସି.ଡ଼ି.ଏସ୍. ଠାରେ ଏକ ଦିବସୀୟ ଲୋକ ନାଟକ ମହୋତ୍ସବ ଏବଂ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନିସାର ଅହମଦ ନିସାରଙ୍କ ପ୍ରାରମ୍ଭିକ […]

ସଂଜୟ ଶତପଥୀ(କଟକ)୨୩-୬-୨୫:ଶଙ୍କର ପୁର ସାହି ଅଧିକାରୀ ସାମ୍ୟବାଦୀ ସୁରେଶ ଚନ୍ଦ୍ର ବାରିକ ଙ୍କ ବିୟୋଗରେ ସିପିଆଇ ଶଙ୍କର ପୁର ଶାଖା ଓ ବାଦାମବାଡ଼ି ଉଠା ଦୋକାନୀ ମହାସଂଘ ପକ୍ଷରୁ ବାଦାମ ବାଡି ଠାରେ ଛତ୍ର ବଜାର ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିପିଆଇ ଜିଲ୍ଲା ସଂପାଦକ ସୂଚନା ଦେଇଥିଲେ।ଉଠା ଦୋକାନୀ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି,ସିପିଆଇ […]

Breaking News

Pin It on Pinterest