ବରଗଡ:-୩୦/୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୭ ସମ୍ବଲପୁର-ବରଗଡ ୱେ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ କଡ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୬୦ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ, ମୁଖ୍ୟ ନିମନ୍ତ୍ରିତ ଅତିଥି ଭାବେ ଏନ୍ ଏସି ଅଧ୍ୟକ୍ଷ ବନମାଳୀ […]
odianews
ବରଗଡ଼:-୨୭/୧(ନବୀନ କୁମାର ଦାଶ)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତ ର ସାହୁ ଟିକ୍ରା ଠାରେ ସକାଳ ୮ଟା ସମୟ ରେ ପବିତ୍ର ୭୬ ତମ ସଧାରଣ ତନ୍ତ୍ର ଦିବସ ଅବସର ରେ ଡାକ୍ତର ଅଶ୍ୱିନୀ ଭୋଇଙ୍କ ଦ୍ଵାରା ପତାକା ଉତ୍ତୋଳନ କରଯାଇଥିଲା।ତାପରେ ସକାଳ ୯ଟା ସମୟ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଛବିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି […]
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ୧ ସଂଗଠନ ପର୍ବର ସଭାପତି ଚୟନ କାର୍ଯ୍ୟ ସ୍ଥାନୀୟ ସର୍କିଟ ହାଉସଠାରେ ଶେଷ ହୋଇଯାଇଛି। ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ସଂଗଠନ ପର୍ବ ସଭାରେ ମୂଖ୍ୟ ଅତିଥିଭାବେ ମାନ୍ୟବର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓଡିଶରେ ମୋହନ ସରକାରଙ୍କ ଲୋକପ୍ରିୟ ଯୋଜନା ଗୁଡିକୁ ଜନତା ଙ୍କ ପାଖକୁ ନେବା ପାଇଁ ପ୍ରତ୍ୟେକ […]
ବରଗଡ଼:-୨୪.୧(ନବୀନ କୁମାର ଦାଶ)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଜାଙ୍ଗେଡ ପଞ୍ଚାୟତ ଭାଲୁପତ୍ରା ଆନ୍ଦ୍ରପଡ଼ା ସ୍ତିତ ଜିର୍ଣୋଦ୍ଧାର ଶ୍ରୀ କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୩୦ତାରିଖ ରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ହେବାକୁ ଥିବାବେଳେ ଆନ୍ଧ୍ର ସମାଜ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି ହେବା ସହ ଅଞ୍ଚଳରେ ଚାରିଆଡ଼େ ଉତ୍ସାହ,ଉଦ୍ଦୀପନା ବୃଦ୍ଧି ପାଇଛି। ଏନେଇ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ […]
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ପୈାରାଧ୍ଯକ୍ଷା ଶ୍ରୀମତୀ ସରିତା ସାହୁ ପତାକା ଉଡ଼ାଇ ଶୁଭାରମ୍ଭ ର ଘୋଷଣା କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି ଙ୍କ ନେତୃତ୍ବରେ ୫୦ ଜଣରୁ ଅଧୂକ ବରିଷ୍ଠ ନାଗରିକ ଯୋଗଦେଇ ଉତ୍ସାହର ସହ ଏହି ସଫେଇ କାର୍ଯ୍ୟକ୍ରମ […]
ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ରେଳୱେ ଷ୍ଟେସନ ରୋଡ ସତସଙ୍ଗ ବିହାର ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତେଇଶ ଦିନରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ର ୨୬ତମ ଶ୍ରୀ ବିଗ୍ରହ ଉନ୍ମୋଚନ ସ୍ମୃତି ଦିବସ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଆଚାର୍ଯ୍ୟ ବସନ୍ତ କୁମାର ପାତ୍ର ଫିତା କାଟି ଶୁଭାରମ୍ଭ କରି ଥିଲେ। ଏହି ଶିବିର […]
ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧୀନସ୍ଥ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟକ୍ଷ ଅଦନ ସୁନା ଙ୍କ ସଭାପତିତ୍ବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଉଚ୍ଚ ବାଳକ ବିଦ୍ୟାଳୟ ଓଡ଼ିଆ ଶିକ୍ଷକ ରାମକୃଷ୍ଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଶିକ୍ଷକ କୈଳାସ […]
ସଂଜୟ ଶତପଥୀ(କଟକ):- ୨୦/୧ – ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ଗତ ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଯାଇଅଛି । ମୃତ୍ୟୁବେଳକୁ ସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ […]
ସଂଜୟ ଶତପଥୀ(କଟକ): ଆଜି ପ୍ରତ୍ୟେକ ହିନ୍ଦୁଧର୍ମୀ ମାନେ ମହାସମାରୋହରେ ପାଳନ କରୁଛନ୍ତି ପବିତ୍ର ପୁଷ୍ୟାଭିଷେକ ଉତ୍ସବ। ଏହି ପବିତ୍ର ଦିବସରେ ଆଜି କଟକ ର ମହୀଦାସ ବଜାର ର ଶ୍ରୀ ଜଗନ୍ନାଥ ରଥଯାତ୍ରା ପରିଚାଳନା ସମିତି ପକ୍ଷରୁ ତ୍ରୀଦିବସୀୟ ଉତ୍ସବକୁ ପାଳନ ଅବସରରେ ପୁଷ୍ୟାଭିଷେକ ଓ ଶ୍ରୀମଦ୍ଭାଗବଦ୍ କଥାମୃତ ଉତ୍ସବ ବହୁ ଆଧ୍ୟାତ୍ମିକ ପ୍ରବକ୍ତା ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଯାଇଛି। ଉତ୍ସବ ର ପ୍ରଥମ ଦିବସରେ ବରେଣ୍ୟ […]
ସଂଜୟ ଶତପଥୀ(କଟକ): ଦ୍ବୈତ ନଗରୀ କଟକ-ଭୁବନେଶ୍ବର ରେ ସଚେତନତା ଅଭାବରୁ ଜନସାଧାରଣ ଦୈନନ୍ଦିନ ସଡକ ଦୁର୍ଘଟଣାର ଶୀକାର ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ବିଭାଗ, ଓଡ଼ିଶା ଟ୍ରାଫିକ ପୋଲିସ୍, ସମାଜସେବୀ ଅନୁଷ୍ଠାନମାନେ ପ୍ରତି ଛକ, ରାସ୍ତା ପାର୍ଶ୍ବରେ ଉପସ୍ଥିତ ରହି ଗାଡ଼ି ଚାଳକମାନଙ୍କୁ ସରକାରୀ ନିୟମାନୁସାରେ ଗାଡ଼ି ଚଲାଇବାକୁ ତଥା ଆକସ୍ମିକ ଦୁର୍ଘଟଣା […]


