ବରଗଡ଼-୧୩/୧୨(ନବୀନ କୁମାର ଦାଶ):ବରଗଡ଼-ସମ୍ବଲପୁର ରେଲ ୱେ ଲାଇନ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ ନିକଟ ୮କେସ୍ ନଂ ୬୦୧/ ୨୩/୨୫, ପାଖରେ ପାଖାପାଖି ୫ଫୁଟ ୧ଇଞ୍ଚ ଉଚ୍ଚତା ଗୌରବର୍ଣ୍ଣ ୨୫ ରୁ ୩୦ ବର୍ଷ ବୟସ ର ଏକ ଅଜଣା ଯୁବକ ର ମୃତ ଦେହ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା […]
odianews
କଟକ(ସଂଜୟ ଶତପଥୀ):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତଙ୍କୁ ସୁଭାଷ ସଂଗଠନର ସଦସ୍ୟମାନେ ଗତ ବୁଧବାର ଭେଟି “ଭୋକାଲ ଫର ଲୋକାଲ” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ମନିଯୁକ୍ତିର ସୁଯୋଗ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଛନ୍ତି। ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି ଯେ, ବିଶ୍ଵସ୍ତରୀୟ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ […]
ବରଗଡ଼୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଦେଇ ଯାଇଥିବା ରେଳ ଲାଇନ୍ ର ଗୋଡଭଗା ଚକୁଳି ଫାର୍ମ ମଝିରେ ଖୁଣ୍ଟି ନଂ ୫୭୮,୧୫ / ୧୭ ଖୁଣ୍ଟି ମଧ୍ୟରେ ରେ ଆଜି ସକାଳ ୧୦ ଟା ୩୦ ମିନିଟ ରେ ସମ୍ବଲପୁର ରୁ ଟିଟିଲାଗଡ଼ ଯାଉଥିବା ଏକ ମାଲବାହୀ ଗାଡ଼ି ରେ ଜଣେ ମହିଳା କଟି ଯାଇ ଆତ୍ମହତ୍ୟା କରିଥିବା ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତ୍ମହତ୍ୟା […]
ବରଗଡ଼/୪/୧୨(ନବୀନ କୁମାର ଦାଶ):ବରଗଡ଼ ହାଟପଦା ସଂଚାର ପଡ଼ିଆ ଠାରେ ବରଗଡ଼ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି। ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଦୀର୍ଘ ୧୧ ଦିନ ବ୍ୟାପୀ ଯାତ୍ରାରେ ବରଗଡ଼ ମଥୁରା ନଗରୀ ହେବାକୁ ଥିବାବେଳେ ଅମ୍ବାପାଲି ହେବ ଗୋପପୁର।ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଉଥିବା […]
ବରଗଡ଼୫/୧୨(ନବୀନ କୁମାର ଦାଶ):ଶ୍ରୀଅରବିନ୍ଦଙ୍କ ମହାସମାଧି ଦିବସ ଅବସରରେ ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବାଏହି କ୍ରୀଡ଼ା ଉତ୍ସବରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ଶ୍ରୀମା ଅରବିନ୍ଦଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କ୍ରୀଡ଼ା ଉତ୍ସବକୁ ବରଗଡ଼ ଜିଲ୍ଲା […]
ବରଗଡ଼୫/୧୨(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନ ପ୍ରଭୂ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ସରୋଜ କୁମାର ସାହୁ,ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ […]
ବରଗଡ୩/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ଗୋଷ୍ଠୀ ଶିକ୍ଷା ପରିବାର ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି।ଉଦଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ତପନ କୁମାର ଦାସ ଏବଂ ପ୍ରଧାନ ଶିକ୍ଷକ ମନୋଜ ହରିପାଲ ମଞ୍ଚାସିନ ଥିଲେ।ଧନ୍ୟବାଦ୍ ଅର୍ପଣ କରିଥିଲେ ସି.ଆର.ସି.ସି ରଞ୍ଜନ ବାଗ । […]
ବରଗଡ଼୩/୧୨(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ ଘାଟନ କରିଥିବା ବେଳେ କଲେଜର ବରିଷ୍ଠ ଅଧ୍ୟାପକ ବୃନ୍ଦ ‘ରକ୍ତ ଦାନ ମହାନ ଦାନ’ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ଯ ପ୍ରଦାନ କରି ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ।ଚଳିତ ବର୍ଷ […]
କଟକ(ସଂଜୟ ଶତପଥୀ):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଅନ୍ତର୍ଭୁକ୍ତ ଯସପଡା, ୪୨ମୌଜା, ବେଲେଶ୍ୱର ଓ ନୂଆବଜାର ଜୋନ ପକ୍ଷରୁ ପ୍ରତିକୂଳ ପାଗ ସତ୍ତ୍ୱେ ବହୁ ପେନସନଧାରୀ ଏକାଠି ହୋଇ ବିଡ଼ିଓ ଙ୍କ ଅନୁ ପସ୍ଥିତିରେ ବ୍ଲକର ଅର୍ଥ ଅଧିକାରୀଙ୍କୁ ଚିକିତ୍ସା ଭତ୍ତା ସହ ଅନ୍ୟ ଆଠ ଦଫା ଦାବିଉପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ଏହା ପ୍ରଫୁଲ କୁମାର ନାୟକ,ସୁବୋଧ କୁମାର ମହାନ୍ତି, ପ୍ରେମାନନ୍ଦ ଜେନା ଓ ବିଜୟ କୁମାର […]
କଟକ(ସଂଜୟ ଶତପଥୀ): ଚାଷୀଙ୍କ ହୋସ୍ ଉଡାଇଛି ଲଘୁଚାପଜନିତବର୍ଷା।କଟକ ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ […]


