ହାଇକୋର୍ଟ ସମେତ ସମସ୍ତ ଆଇନ ଅଦାଲତ ମାନଙ୍କରେ ଖୁବଶୀଘ୍ର ସରକାରୀ ଓକିଲ ନିଯୁକ୍ତି ହବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
odianews
କଟକ(ସଂଜୟ ଶତପଥୀ)୦୪/୧୦/୨୦୨୪: ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ – ୨୦୨୪ କୁ ଗତିଶୀଳ କରିବା ସହ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରାଯାଉଛି । ବିଜେପିର ସଫଳତା ପଛରେ ଅଧିବକ୍ତାଙ୍କ ଅନେକ ବଡ ଭୂମିକା ରହିଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ […]
ବାସ୍ତବବ୍ୟୁରୋ(କଟକ): ଅକ୍ଟୋବର ଦୁଇ ତାରିଖରେ ଭାଜପା ର ସେବା ପକ୍ଷ ସମାରୋପ ଦିବସ ଅବସରରେ ତେଲେଙ୍ଗା ବଜାର ସ୍ଥିତ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଭାଜପା ବାରବାଟି କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନେ ନଗର ସଭାପତି ଲଲାଟେନ୍ଦୁ ବଡୁ ଙ୍କ ନେତୃତ୍ୱରେ ସ୍ଵଛ ଭାରତ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ତୁଳସୀପୁର ତଅଁଳା ସାହି ରେ ଆୟୋଜନକରିଥିଲେ। ସ୍ଵଛ ଭାରତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଦୀପ ସ୍ୱାଇଁ,ସଂଯୋଜକ କାମାକ୍ଷା […]
ରାଉରକେଲା(ନି.ପ୍ର): ବିଭିନ୍ନ ସମୟରେ ସାଧାରଣ ଲୋକେ ଅନେକ ଠକ ହାବୁଡରେ ପଡି ପୋଲିସର ଆଶ୍ରା ନିଅନ୍ତି,ହେଲେ ପୋଲିସ ଆଜି ଠକ କବଳରେ ପଡି ଥାନାରେ ଏତଲ ଦେବା ଦେଖିବାକୁ ମିଳିଛି।ଘର କିଣି ଦେବାକୁ କହି ବନ୍ଧମୁଣ୍ଡା ଥାନାର ଜଣେ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଠାରୁ ସମାଜସେବାର ଖୋଳପା ପିନ୍ଧା ଶଶଧର ପଣ୍ଡା ୩୩ଲକ୍ଷ ଚୁନ ଲଗାଇ ଧରଛୁଆଁ ନଦେବାରୁ,ଥାନାରେ ଶଶଧର ପଣ୍ଡାଙ୍କ ନାଁରେ ଠକେଇ ଅଭିଯୋଗ। ସୁଚନା ଅନୁଯାଇ ଶ୍ରୀ […]
ସଂଜୟ ଶତପଥୀ(କଟକ): କଟକ ର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଥିବା ମଧୁସୂଦନ କକ୍ଷରେ ମହାସମାରୋହରେ ମହାବିଦ୍ୟାଳୟର ମାନନୀୟା ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ସେକ୍ କଲିମୁଲ୍ଲା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ର ଅଧୂକାରିଣୀ ଡାକ୍ତର ଶ୍ରୀମତୀ ଯୋଗମାୟା ପଣ୍ଡା ଅତିଥି […]
ସଂଜୟ ଶତପଥୀ(କଟକ): କଟକ ର ବହୁ ପୁରାତନ ଯୁବ ସଂଗଠନ ବନ୍ଧବାଶେଳୀ କ୍ଲବ ପକ୍ଷରୁ କ୍ଲବ ପରିସରରେ ଶ୍ରୀ ବୁଢା ଗଣେଶଙ୍କ ନିକଟରେ ପବିତ୍ର ଘାଣ୍ଟ ଭୋଗ ଲାଗି,କଟକିଆ ଙ୍କୁ ବଣ୍ଟନ କରାଯାଇଥିଲା।ଏହା କଟକ ର ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ସଂଗଠନ ର ପ୍ରୟାସ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସହରର ବରିଷ୍ଠ ମୂରବୀ ଶ୍ରୀ କବୀନ୍ଦ୍ର ସାହୁ, ଶ୍ରୀ ନିବାସ ମିଶ୍ର, […]
କଟକ(ସଂଜୟ ଶତପଥୀ):୨୧/୯-ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବା ଓଡିଶା ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କୁ ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପବିତ୍ର ଅନନ୍ତବ୍ରତ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ଡକ୍ଟର ଦାସଙ୍କୁ ଉପାୟନ, ପୁଷ୍ପଗୁଚ୍ଛ […]
ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ […]
କଟକ(ସଂଜୟ ଶତପଥୀ): କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ଶ୍ରୀ ଜଗନ୍ନାଥ ସଭାଗୃହ ରେ ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ନେସନ୍ ବିଲଡର ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ଯଶ୍ରୀ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ଶିକ୍ଷାବିତ୍ ଡଃ ସତ୍ୟକାମ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ […]


