କଟକ(ସଂଜୟ ଶତପଥୀ): ୧୫/୦୮ଗତ କାଲି ସିଏମସି କାଉନସିଲ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମାଧ୍ୟମରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]
odianews
ବରଗଡ(ନବୀନ ଦାଶ):ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ “ଆଜାଦି କା ଅମୃତ ମହୋତ୍ସବ” ୭୮ ତମ ସ୍ବାଧିନତା ଦିବସ ଅବସରରେ ଅତାବିରା ଟ୍ରକ୍ ମାଲିକ ସଂଘ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ସଂଘ ର ସଭାପତି ଭୂପେନ୍ଦ୍ର କୁମାର ପଟେଲ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଫିତା କାଟି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ […]
କଟକ(ସଂଜୟଶତପଥୀ): ରାଜ୍ୟର ମହିଳା କର୍ମଚାରୀ ମାନଙ୍କ ପାଇଁ ବଡ ଘୋଷଣା, ମାସିକଧର୍ମ (ଋତୁସ୍ରାବ) ପାଇଁ ଗୋଟିଏ ଦିନ ମିଳିବ ଛୁଟି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ସୂଚନା ଦେଇଛନ୍ତି। ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି ।ମାସିକ ଧର୍ମର ପ୍ରଥମ କିମ୍ବା […]
କଟକ(ସଂଜୟ ଶତପଥୀ)୧୪/୮:ଉଛେଦ ନୁହେଁ ଥଇଥାନ କର ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ଆହ୍ୱାନରେ ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନ ୧୧ ଘଟିକାରୁ ଉଠାଦୋକାନୀମାନଙ୍କର ବିଶାଳ ଶୋଭାଯାତ୍ରା ପୁରୀଘାଟ ଠାରୁ ବାହାରି ତେଲେଙ୍ଗାବଜାର ଦେଇ ମହାନଗର ନିଗମ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ କଟକ ଉଠାଦୋକାନୀ ମହାସଙ୍ଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା […]
ନବ ଦାସ ହତ୍ୟାକାଣ୍ଡ,ର ପୁନଃ ତଦନ୍ତ ହେବ,ବିଜେପି ସରକାରଙ୍କ ବଡ ନିଷ୍ପତ୍ତି।ଖୋଲିବକି ନବ ଦାସଙ୍କ ହତ୍ୟା ମାମଲାର ଗୁମର ।ତଥ୍ଯ ଅନୁସାରେ ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । […]
କଟକ(ସଂଜୟ ଶତପଥୀ): କଟକ ନଗର ଭାଜପା ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ନେତାଜୀଙ୍କ ଜନ୍ମସ୍ଥାନ, ଓଡ଼ିଆ ବଜାରରେ ପ୍ରତିମୂର୍ତ୍ତି ସଫା କରାଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହ ସଂଯୋଜିକା ଶ୍ରୀମତୀ ପଦ୍ମଜା ଦେବତା ଯୋଗ ଦେଇଥିଲେ।ନଗର ସଂଯୋଜକ ଜିତେନ୍ଦ୍ର ହାତୀ, ସହ ସଂଯୋଜକ କାମାକ୍ଷା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେ […]
ଭୁବନେଶ୍ୱର(ନି.ପ୍ର)୧୨/୮: ଆଜି ନବୀନ ନିବାସ ରେ ପୁରୀ, ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ସହ ଆଲୋଚନା କରିଥିଲେ । ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ […]
ସଂଜୟ ଶତପଥୀ(କଟକ): ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ,କଟକ ମହାନଗର ନିଗମ ତରଫରୁ ସିଡିଏ ୯ ନମ୍ୱର ରେ ଏକ ପାର୍କ ତାଙ୍କ ନାମରେ ନାମିତ ହୋଇ ସେଠାରେ ତାଙ୍କ ପ୍ରତିମୂର୍ତ୍ତି କଟକ ମେୟର ଓ ସାଂସଦ ଙ୍କ ଦ୍ୱାରା ବହୁ ଗଣ୍ୟମାନ୍ୟଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ପରେ ପରେ ଉଇଣ୍ଡ ସର ପ୍ଲେସ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। […]
ସଂଜୟ ଶତପଥୀ(କଟକ): ଆଜି କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେଉଥିବା ତ୍ରୀଦିବସୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ ର କଟକ ଜିଲ୍ଲା କ୍ଯାମ୍ପୋରୀ -୨୦୨୩-୨୪ ମହାସମାରୋହରେ ବହୁ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ରେ ପ୍ରାତଃ ଘ୦୬.୩୦ ମିନିଟ୍ ରେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ […]
କଟକ(ସଂଜୟ ଶତପଥୀ): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକା ଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍ ଖୋଲାଥିବା ବେଳେ ଏପଟେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି।ହେଲେ ମାଙ୍କୁ ଜଳାସାୟୀ କରିପାରିନାହିଁ। ଆଜି ସକାଳୁ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ […]


