ସଂଜୟଶତପଥୀ(କଟକ):କଟକ ବାରବାଟୀ ବିଧାୟକ,ତଥା କଂଗ୍ରେସର ଆଗଧାଡିର ନେତା ଇଂ ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ରହିତାଦେଶ ଜାରି କରିଛନ୍ତି। କିଛିଦିନ ତଳେ ହାଇକୋର୍ଟ ଇଂ ମୋକିମ୍ ଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର […]

ସଂଜୟ ଶତପଥୀ(କଟକ): ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କଟକ କଲେଜ ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଓ ଆଦାନୀ ମହାମେଗା ସ୍କାମ୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି […]

ପ୍ରମୋଦ ନାଏକ(ଭୁବନେଶ୍ୱର): ଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟୀତ୍ୱ ନେବା ପାଇଁ ଶ୍ରୀମତୀ ସୋନିଆ ଗାନ୍ଧି ଜୀ ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ମୋତେ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର […]

Breaking News

Pin It on Pinterest