ଭୁବନେଶ୍ୱର(ନି.ପ୍ର): ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟନାୟକ ନବୀନ ନିବାସ ରେ ସମ୍ବର୍ଦ୍ଧିତ କରିଛନ୍ତି. ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା ଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ. ଅମିତ ଙ୍କୁ ଓଡିଶା ର ଗର୍ବ ଭାବରେ ଶ୍ରୀ ପଟନାୟକ ବର୍ଣ୍ଣନା କରିବା […]
odisha
କଟକ(ସଂଜୟ ଶତପଥୀ): ୧୫/୦୮ଗତ କାଲି ସିଏମସି କାଉନସିଲ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମାଧ୍ୟମରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]
ବରଗଡ(ନବୀନ ଦାଶ):ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ “ଆଜାଦି କା ଅମୃତ ମହୋତ୍ସବ” ୭୮ ତମ ସ୍ବାଧିନତା ଦିବସ ଅବସରରେ ଅତାବିରା ଟ୍ରକ୍ ମାଲିକ ସଂଘ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ସଂଘ ର ସଭାପତି ଭୂପେନ୍ଦ୍ର କୁମାର ପଟେଲ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଫିତା କାଟି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ […]
କେନ୍ଦ୍ରାପଡ଼ା(ନି.ପ୍ର): କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସାମ୍ବାଦିକକେ,ନ୍ଦ୍ରାପଡା ବ୍ଲକ ବିଡିଓ ଙ୍କ ନାମରେ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି । ସଂପୃକ୍ତ କେନ୍ଦ୍ରାପଡା ବ୍ଲକ ବିଡିଓ ଜଣକ ଭୀମସେନ୍ ସେଠୀ ନାମକ ଜଣେ ସାମ୍ବାଦିକଙ୍କୁ ତାଙ୍କ ଜାତିକୁ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।ଏତଲାକାରୀ ଶ୍ରୀ ସେଠୀ ଏତଲାରେ ଦର୍ଶାଇଛନ୍ତି ଯେ ସେ ଗତ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ା […]
କଟକ(ସଂଜୟଶତପଥୀ): ରାଜ୍ୟର ମହିଳା କର୍ମଚାରୀ ମାନଙ୍କ ପାଇଁ ବଡ ଘୋଷଣା, ମାସିକଧର୍ମ (ଋତୁସ୍ରାବ) ପାଇଁ ଗୋଟିଏ ଦିନ ମିଳିବ ଛୁଟି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ସୂଚନା ଦେଇଛନ୍ତି। ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି ।ମାସିକ ଧର୍ମର ପ୍ରଥମ କିମ୍ବା […]
କଟକ(ସଂଜୟ ଶତପଥୀ)୧୪/୮:ଉଛେଦ ନୁହେଁ ଥଇଥାନ କର ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ଆହ୍ୱାନରେ ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନ ୧୧ ଘଟିକାରୁ ଉଠାଦୋକାନୀମାନଙ୍କର ବିଶାଳ ଶୋଭାଯାତ୍ରା ପୁରୀଘାଟ ଠାରୁ ବାହାରି ତେଲେଙ୍ଗାବଜାର ଦେଇ ମହାନଗର ନିଗମ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ କଟକ ଉଠାଦୋକାନୀ ମହାସଙ୍ଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା […]
ନବ ଦାସ ହତ୍ୟାକାଣ୍ଡ,ର ପୁନଃ ତଦନ୍ତ ହେବ,ବିଜେପି ସରକାରଙ୍କ ବଡ ନିଷ୍ପତ୍ତି।ଖୋଲିବକି ନବ ଦାସଙ୍କ ହତ୍ୟା ମାମଲାର ଗୁମର ।ତଥ୍ଯ ଅନୁସାରେ ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । […]
କଟକ(ସଂଜୟ ଶତପଥୀ): କଟକ ନଗର ଭାଜପା ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ନେତାଜୀଙ୍କ ଜନ୍ମସ୍ଥାନ, ଓଡ଼ିଆ ବଜାରରେ ପ୍ରତିମୂର୍ତ୍ତି ସଫା କରାଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହ ସଂଯୋଜିକା ଶ୍ରୀମତୀ ପଦ୍ମଜା ଦେବତା ଯୋଗ ଦେଇଥିଲେ।ନଗର ସଂଯୋଜକ ଜିତେନ୍ଦ୍ର ହାତୀ, ସହ ସଂଯୋଜକ କାମାକ୍ଷା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେ […]
ଭୁବନେଶ୍ବର(ନି.ପ୍ର): ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ […]
ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା ଭୁବନେଶ୍ବର ଶ୍ୱର(ନି.ପ୍ର): ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର […]


