ବରଗଡ଼:-୭/୪(ନବୀନ କୁମାର ଦାଶ):ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା ବଲାଙ୍ଗୀର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀଙ୍କ ଅନୁରୋଧ କ୍ରମେ ପ୍ରଥମରେ ତିନିଥର ଓଁକାର ଧ୍ୱନି ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ମାଁ ପାଟଣେଶ୍ୱରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କରି ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ମଂଚାସିନ ଥିଲେ ମହାସଂଘର […]

ଡ଼.ନବକିଶୋର ମିଶ୍ର ଆଜି ୦୨ ଅକ୍ଟୋବର ୨୦୨୨ ,ମଙ୍ଗଳବାର ହେଉଛି ନବରାତ୍ରୀଙ୍କର ସପ୍ତମ ଦିନ | ଏହି ଦିନ ମା କାଳରାତ୍ରୀ ଙ୍କୁ ପୂଜା କରିବାର ନିୟମ ଅଛି | ମା କାଳରାତ୍ରୀ ଦୁଷ୍ଟମାନଙ୍କର ବିନାଶକାରୀ | ମାତା ରାଣୀଙ୍କ ବିଶେଷ ଅନୁଗ୍ରହ ମା କାଳରାତ୍ରୀ ଙ୍କୁ ପୂଜା କରୁଥିବା ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ମା କାଳରାତ୍ରୀ ଙ୍କ ସ୍ୱରୂପ ବିଷୟରେ କହିବାକୁ ଗଲେ , […]

ବାସ୍ତବବ୍ୟୁରୋ:କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାଇ, ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି । ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ପାରଦ ଖସିବାର ଅନୁମାନ କରାଯାଇଛି ।ରାଜ୍ୟରେ ଗରମ କମିଲେବି,ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢ଼ିବ । ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲେବି କୌଣସି ଅଞ୍ଚଳରେ ତାମମାତ୍ର ୪୩ ଡିଗ୍ରୀ ଛୁଇଁନଥିଲା । ଗୋଟିଏ ଦିନ ପୂର୍ବରୁ […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାଇ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି | ସତର୍କ ସୂଚନା ଅନୁଯାୟୀ ଆଜି ଦିନ ୧ଟା୩୦ରୁ ଆସନ୍ତା କାଲି (ଶନିବାର) ସକାଳ ୮ଟା୩୦ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ବୌଦ୍ଧ […]

ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ହେବ | ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିକହିଛନ୍ତି । […]

Pin It on Pinterest