ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର […]


