ସଞ୍ଜୟ ଶତପଥୀ(କଟକ): ବହୁ ବ୍ୟବଧାନ ପରେ ମୁହଁ ଖୋଲିଲେ ଓପିଏସ୍‌ସି ର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଗ୍ରୁପ୍ ବିର ୭୯୬ ଏଏସ୍‌ଓ (ଆସିଷ୍ଟାଣ୍ଟ୍ ସେକ୍‌ସନ ଅଫିସର) ଚୟନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଉଠିଥିବା ଅଭିଯୋଗକୁ ସେ,ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଏଏସ୍‌ଓ ପରୀକ୍ଷାର ସ୍ବଚ୍ଛତା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, […]

ଭୁବନେଶ୍ୱର, ୨୮/୦୭:ଅକ୍ଟୋବର ୧୬ ତାରିଖରେ, ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍‌ ପରୀକ୍ଷା ପାଇଁ ଘୋଷଣା । ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ମିଳିପାରିବ ବୋଲି କୁହାଯାଇଛି । […]

Pin It on Pinterest