ବାସ୍ତବ ବ୍ୟୁରୋ: ସରିଲା ପଦ୍ମପୁର ଉପନିର୍ବାଚନ ଏବେ ଫଳାଫଳକୁ ଅପେକ୍ଷା । ୩୧୯ଟି ବୁଥରେ ମତଦାନ ହୋଇଥିବାବେଳେ ୪ଟି ବୁଥରେ ଇଭିଏମ ଅଚଳ ହେବାରୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରାଯାଇଥିଲା। ସେପଟେ ଭୋଟ ଦେବାକୁ ପଦ୍ମପୁର ବାସୀଙ୍କୁ ମୁଖ୍ଯମନ୍ତ୍ରୀ ଅପିଲ କରିଥିବାବେଳେ ନୂଆ ଭୋଟର ମଧ୍ୟ ଭୋଟ ଦେଇଥିଲେ । ତେବେ ଭିନ୍ନକ୍ଷମ ତଥା ବୟସ୍କ ଭୋଟରଙ୍କ ପାଇଁ ୬୨୮ ଜଣ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ବରେ ଥିବାବେଳେ ୩ଟି ବ୍ଲକରେ ପର୍ଯ୍ଯାୟକ୍ରମେ ୨୯, […]
Padmapur
ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]
ବାସ୍ତବ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ତିନି ପ୍ରମୁଖ ରାଜନୈତିକ ଦଳରୁ କାହାକୁ କରିବ ପ୍ରାର୍ଥୀ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡ଼ିସେମ୍ବର ପାଞ୍ଚ ତାରିଖ ଭୋଟିଂ ହେବାକୁ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛି । ଏଥିପାଇଁ ନଭେମ୍ବର ୧୦ ତାରିଖ ବିଜ୍ଞପ୍ତି ପ୍ରକାଶ […]


