ନବୀନ ଦାଶ(ବରଗଡ଼):ପଦ୍ମଶ୍ରୀ ହଳଧର ନାଗଙ୍କ ଚଣା ତରକାରୀ ଯିଏ ଠାରେ ଖାଇଛି ସେ ଜୁରିଛି ।ଏ ବର୍ଷ ପବିତ୍ର ରଥଯାତ୍ରା ଦିନ ପଦ୍ମଶ୍ରୀ ହଳଧର ନାଗ ପୁଣିଥରେ ଲୋକଙ୍କୁ ନିଜ ହାତରନ୍ଧା ଚଣା ତରକାରି ଚଖେଇଛନ୍ତି। ଏହି ତରକାରି ଖାଇବାକୁ କବି କୁଟୀରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଶ୍ରୀ ନାଗଙ୍କ କହିବାନୁଯାଇ, ୧୨ହଜାର ଟଙ୍କାର ଚଣା ତରକାରି ବିକ୍ରି ହୋଇଛି । ଗତ ଦୁଇବର୍ଷ ହେଲା କରୋନା ପାଇଁ […]