ସଂଜୟ ଶତପଥୀ(କଟକ): କଟକର ବକ୍ସି ବଜାରସ୍ଥିତ ଓ୍ବାଇ.ଏମ୍.ସି.ଏ.ର ସମ୍ମିଳନୀ କକ୍ଷରେ ସାଧାରଣ ବୀମା ପେନସନର୍ସ ସଂଘ, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ଅଧିବେଶନର ଆୟୋଜନ ହୋଇଯାଇଛି। ସର୍ବଭାରତୀୟ ପେନସନର୍ସ ଫେଡେରେସନ୍ ର ସାଧାରଣ ସଚିବ ଉଦୟନ୍ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସାଧାରଣ ପେନସନଧାରୀ ମାନେ ବିଭିନ୍ନ ସମସ୍ୟା ନେଇ ଗତି କରୁଥୂବା ବେଳେ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର […]

ବାସ୍ତବବ୍ୟୁରୋ: ୨୮ ଫେବୃଆରୀ ପର୍ଯ୍ୟନ୍ତ ପେନସନଭୋଗୀ ଜୀବନ ପ୍ରମାଣପତ୍ର(life certificate ) ଦାଖଲ କରିପାରିବେ |କୋଭିଡ -୧୯ ମହାମାରୀ ମଧ୍ୟରେ ପେନସନଭୋଗୀଙ୍କୁ ବହୁତ ଆଷୋସ୍ତି ପ୍ରଦାନ କରି, କେନ୍ଦ୍ର ସରକାର ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଶେଷ ତାରିଖକୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର ଏହା ଘୋଷଣା କରିଛନ୍ତି। କର୍ମଚାରୀଙ୍କ ପାଇଁ ମନ୍ତ୍ରୀ କହିଛନ୍ତି, ପେନ୍‌ସନ୍‌ ସେୟାରିଂ ବ୍ୟାଙ୍କଗୁଡିକରେ ସମସ୍ୟା ତଥା […]

Pin It on Pinterest