ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ […]
pipili
ବାସ୍ତବବ୍ୟୁରୋ: ଯେତେ ଯେତେ ପାଖେଇ ଆସୁଛି ପିପିଲି ଉପ ନିର୍ବାଚନ,ପ୍ରଚାର ମଇଦାନକୁ ଓଲ୍ହାଉଛି ସବୁ ଦଳର ଷ୍ଟାର ପ୍ରଚାରକ ।ଟାଣୁଆ ନେତାମାନଙ୍କ ମଧ୍ୟରେ ବଣ୍ଟାଯାଇଛି ଏରିଆ ,ସବୁଠାରୁ ବଡ଼କଥା ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛନ୍ତି । ଦେଖିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ କଥାଯେ,୧୦ ଜଣ ପ୍ରାଥୀ ହେଲେବି ଦୁଇ ଜଣଙ୍କ ଭିତରେ ଚାଲିଛି ଵାଲା କଷାକଷି |ସମସ୍ତଙ୍କ ନାଜ୍ଜର କେବେ ମଇଦାନକୁ […]


